Jump to content

ଆଲେକଜ୍ୟାଣ୍ଡର

ଉଇକିପିଡ଼ିଆ‌ରୁ
୧୬:୩୬, ୫ ମଇ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ଆଲେକ୍ଜାଣ୍ଡାର ତୃତୀୟ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Alexander the Great
Basileus of Macedon, Hegemon of the Hellenic League, Shahanshah of Persia, Pharaoh of Egypt, Lord of Asia

Alexander fighting the Persian king Darius III. From Alexander Mosaic, Naples National Archaeological Museum
King of Macedonia
ଶାସନକାଳ 336–323 BC
ପୂର୍ବାଧିକାରୀ Philip II
ଉତ୍ତରାଧିକାରୀ Alexander IV
Philip III
Pharaoh of Egypt
Reign 332–323 BC
Predecessor Darius III
Successor Alexander IV
Philip III
King of Persia
Reign 330–323 BC
Predecessor Darius III
Successor Alexander IV
Philip III
King of Asia
Reign 331–323 BC
Predecessor New office
Successor Alexander IV
Philip III
ଜୀବନସାଥୀ Roxana of Bactria
Stateira II of Persia
Parysatis II of Persia
ସନ୍ତାନସନ୍ତତିଗଣ
Alexander IV
ସମ୍ପୂର୍ଣ୍ଣ ନାମ
Alexander III of Macedon
Dynasty Argead dynasty
ବାପା Philip II of Macedon
ମାଆ Olympias of Epirus
ଜନ୍ମ 20 or 21 July 356 BC
Pella, Macedon
ମୃତ୍ୟ 10 or 11 June 323 BC (aged 32)
Babylon
ଧର୍ମ Greek polytheism

ଆଲେକ୍ଜାଣ୍ଡାର ତୃତୀୟ ବା ଆଲେକ୍ଜାଣ୍ଡାର ଦ ଗ୍ରେଟ୍ ଥିଲେ ପ୍ରାଚୀନ ଗ୍ରୀସର ମାସିଡୋନିଆର ସମ୍ରାଟ । ମାତ୍ର ୩୦ ବର୍ଷ ବୟସରେ ସେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଥିଲେ । ଖ୍ରୀଷ୍ଟପୂର୍ବ ୩୫୬ ଜୁଲାଇ ୨୦ ରେ ପେଲାଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ମା' ଥିଲେ ଅଲିମ୍ପିଆସ ଓ ପିତା ଥିଲେ ସମ୍ରାଟ ଫିଲିପ ଦ୍ଵିତୀୟ । ୧୩ ବର୍ଷ ବୟସରେ ସେ ମହାନ ଦାର୍ଶନିକ ଆରିଷ୍ଟୋଟଲଙ୍କ ଠାରୁ ବିଜ୍ଞାନ, ଦର୍ଶନ ଓ ମେଡିସିନରେ ଶିକ୍ଷାଲାଭ କଲେ । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଥ୍ରାସିଆନ୍ ବିଦ୍ରିହ ଦେଖାଯାଇଥିଲା । ଏହାକୁ ଦମନ କରିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଗଲା । ସେତେବେଳେକୁ ଫିଲିପ୍ ବାହାରେ ଥିଲେ । ଆଲେକ୍ଜାଣ୍ଡାର ବିଦ୍ରୋହକୁ ଦମନ କରିବା ସହିତ ବିଦ୍ରୋହୀ ଙ୍କ ଗଡ଼ ଭାବେ ପରିଚିତ ସ୍ଥାନ ଦଖଲ କରି ଏହାକୁ ଆଲେକ୍ଜାଣ୍ଡ୍ରାପଲିସ ନାମରେ ନାମିତ କରିଥିଲେ । ତାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ପିତା ଫିଲିପଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସେ ସିଂହାସନ ଆରୋହନ କଲେ । ଏକ ସୁଦକ୍ଷ ସୈନ୍ୟବାହିନୀ ଗଠନ କରି ବିଶ୍ଵ ବିଜୟ ଅଭିଯାନ ଆରମ୍ଭ କଲେ । ତାଙ୍କ ସୈନ୍ୟ ବାହିନୀରେ ୩୦ହଜାର ପଦାତିକ ଓ ୫୦୦୦ ଅଶ୍ଵାରୋହୀ ଥିଲେ । ସେମାନଙ୍କ ମଧ୍ୟରେ ଇଞ୍ଜିନିୟର, ବୈଜ୍ଞାନିକ, ସର୍ଭେୟର ଓ ଐତିହାସିକ ଥିଲେ ।