ବିରଞ୍ଚି କୁମାର ସାହୁ
ଦେଖଣା
ବିରଞ୍ଚି କୁମାର ସାହୁ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୭୦ |
| ବୃତ୍ତି | ଶିକ୍ଷାବିତ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ବିଷୟ | ସମାଲୋଚନା |
ବିରଞ୍ଚି କୁମାର ସାହୁ (ଜନ୍ମ: ୧୯୭୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସମ୍ପାଦକ ଓ ସମାଲୋଚକ । ସେ ମୁଖ୍ୟତଃ ଓଡ଼ିଆ କବିତା ସଂପର୍କରେ ଆଲୋଚନା ରଚନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ଶିଶିର ଶୀର୍ଷର ସୂର୍ଯ୍ୟ (୨୦୨୩)[୧]
- ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ (୨୦୨୩)[୨]
- ଭିନ୍ନ ଦୃଷ୍ଟି
- ନାଟ୍ୟ ବୀକ୍ଷା ଓ ନାଟ୍ୟ ସମୀକ୍ଷା
- ବାଳକୃଷ୍ଣ ମହାନ୍ତି : ନାଟ୍ୟ ସୃଷ୍ଟି ସମାଜ ଦୃଷ୍ଟି
- ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ
- ବାଂମୟ ବିଭୂତି
- ରଞ୍ଜିତା ନାୟକ : କାବ୍ୟ ବୀକ୍ଷା ଓ ସୃଜନ ସମୀକ୍ଷା
- ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର
- ନିଖିଳ ଜୀବନବୋଧ ଓ ମାନବାତ୍ମାର କବି : ଭରତ ବେହେରା
- ମନୀଷୀ ମନୋଜ
- ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ
- ଅସ୍ମିତା ଅନ୍ୱେଷଣ : ନାରୀବାଦ[୩]
- ଲାବଣ୍ୟବତୀ
ଆଧାର
[ସମ୍ପାଦନା]- ↑ ସାହୁ, ବିରଞ୍ଚି କୁମାର (୨୦୨୩). ଶିଶିର ଶୀର୍ଷର ସୂର୍ଯ୍ୟ. ବିନୋଦ ବିହାରୀ, କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ. pp. କଭର ପୃଷ୍ଠା. ISBN 978-81-964728-4-9.
- ↑ ସାହୁ, ବିରଞ୍ଚି କୁମାର (୨୦୨୩). ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ. ବିନୋଦବିହାରୀ, କଟକ: ନବଦିଗନ୍ତ. pp. କଭର ପୃଷ୍ଠା. ISBN 978-81-19763-82-5.
- ↑ ସାହୁ, ବରଞ୍ଚି କୁମାର (୨୦୨୩). ଅସ୍ମିତା ଅନ୍ୱେଷଣ: ନାରୀବାଦ. କଟକ: ଶକ୍ତି ପବ୍ଲିଶର୍ସ. pp. କଭର ପୃଷ୍ଠା. ISBN 978-81-951175-8-1.