ବିମଳାକ୍କା

ଉଇକିପିଡ଼ିଆ‌ରୁ
ବିମଳାକ୍କା
ନିର୍ବାଚନ ମଣ୍ଡଳୀଅଲେରୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ1964 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
କୋଳନୁପକା, ଅଲେରୁ, ନାଳଗୋଣ୍ଡା, ତେଲେଙ୍ଗାନା
ରାଜନୀତିକ ଦଳତେଲେଙ୍ଗାନା ଇଉନାଇଟେଡ୍ ଫ୍ରଣ୍ଟ
ଜୀବନ ସାଥୀଅମର
ଘରହାଇଦ୍ରାବାଦ, ତେଲେଙ୍ଗାନା

ଅରୁଣୋଦୟା ବିମଳା (ଜନ୍ମ: ୧୯୬୪; ବିମଳାକ୍କା ଭାବରେ ଜଣାଶୁଣା) (ତେଲୁଗୁ: విమలక్క) ଜଣେ ଭାରତୀୟ ତେଲୁଗୁ-ଭାଷାଭାଷୀ ବଲ୍ଲାଡ ବାଦ ଏବଂ ସମାଜସେବୀ । ଅରୁଣୋଦୟା ସାଂସ୍କୃତିକ ସମାଖ୍ୟା (ଏସିଏଫ୍) ନାମକ ତାଙ୍କ ଏକ ଲୋକଗୀତ ଦଳ ଅଛି ।[୧] ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ ସେ ଏକ ସଂଯୁକ୍ତ କାର୍ଯ୍ୟକାରୀ କମିଟିର ମୁଖ୍ୟ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିମଳାକ୍କା ଅବିଭାଜିତ ଆନ୍ଧ୍ର ପ୍ରଦେଶର ନଳୋଗଣ୍ଡା ଜିଲ୍ଲାର ଅଲେରୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ନରସମ୍ମା ଏବଂ ବାପାଙ୍କ ନାମ ବନ୍ଦ୍ରୁ ନରସିଂହ୍ମାୟା, ଯିଏକି ତେଲେଙ୍ଗାନା ରାଜ୍ୟ ଗଠନର ଜଣେ ବିପ୍ଳବୀ ଥିଲେ ।

ଜୀବନୀ[ସମ୍ପାଦନା]

ସେ ରାମ ସତ୍ତାଇଆଃଙ୍କ ପ୍ରେରଣାରେ ଅଳ୍ପ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ଯୋଗିନୀ ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ତେଲେଙ୍ଗାନା ରାଜ୍ୟ ଗଠନ ବିଳ୍ପବରେ ସେ ୧୯୯୫ ମସିହାରେ ଯୋଗ ଦେଇଥିଲେ ।[୨] ସେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା ବୁଲି ବୁଲି ଲୋକଗୀତ ପରିବେଷଣ କରୁଛନ୍ତି ।[୩]

ଆଧାର[ସମ୍ପାଦନା]

  1. Oct 27, TNN |; 2010; Ist, 20:54. "Gaddar unveils TPF flag | Hyderabad News - Times of India". The Times of India (in ଇଂରାଜୀ). Retrieved 2020-03-20. {{cite web}}: |last2= has numeric name (help)CS1 maint: numeric names: authors list (link)
  2. "Namasthe Telangana e Paper | e Paper ntnews". epaper.ntnews.com. Retrieved 2020-03-20.
  3. "Name panel for creation of Telangana, says MLC". The Hindu. 4 February 2010. Retrieved 21 February 2020.