ବିଭୂଷିତା ଦାସ

ଉଇକିପିଡ଼ିଆ‌ରୁ
ବିଭୂଷିତା ଦାସ
ଜନ୍ମ
ବିଭୁଷିତା ଦାସ

ଜାତୀୟତା ଭାରତୀୟ
ଶିକ୍ଷାମେରାଇନ ଇଂଜିନିୟରିଂରେ ସ୍ନାତକ
ଶିକ୍ଷାନୁଷ୍ଠାନସି ଭି ରମଣ ଯାନ୍ତ୍ରିକ ଏବଂ ବୈଷୟିକ ମହାବିଦ୍ୟାଳୟ ଭୁବନେଶ୍ୱର
ପ୍ରସିଦ୍ଧିଭାରତୀୟ ସାମୁଦ୍ରିକ ଜାହଜ ଯନ୍ତ୍ରୀ
ପିତାମାତାପିତା: କରୁଣାକର ଦାସ [୧]

ବିଭୁଷିତା ଦାସ ପ୍ରଥମ ଓଡ଼ିଆ ମେରାଇନ ଇଂଜିନିଅର ଅଟନ୍ତି ।[୨] ଭୁବନେଶ୍ୱରସ୍ଥିତ ସି ଭି ରମଣ ଯାନ୍ତ୍ରିକ ଏବଂ ବୈଷୟିକ ମହାବିଦ୍ୟାଳୟରୁ ୨୦୧୧ ମସିହାରେ ମେରାଇନ ଇଂଜିନିଅରିଂରେ ବି.ଟେକ ଉତୀର୍ଣ୍ଣ ହେବା ପରେ ଭାରତୀୟ ପଣ୍ୟ ଜାହଜ ନିଗମରେ ସାମୁଦ୍ରିକ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । [୩]

ଜଳଯାତ୍ରା[ସମ୍ପାଦନା]

୨୦୧୨ ମସିହାରେ ଜାହଜରେ ପ୍ରଥମ ଜଳଯାତ୍ରା କରିଥିଲେ ।[୪] ସେହି ଜାହାଜ ଅଷ୍ଟ୍ରେଲିଆରୁ ଉଚ୍ଚମାନର କୋକ ଆମଦାନୀ କରି ପାରାଦୀପ ବନ୍ଦର ଆସୁଥିଲା ।[୫] ସେଥିରେ ୨୫ ଜଣ ପୁରୁଷ କର୍ମଚାରୀଙ୍କ ସହ ବିଭୁଷିତା ଏକାକୀ ମହିଳା ଥିଲେ ଥିଲେ । ପୂର୍ବରୁ ହଳଦିଆ ବନ୍ଦରରୁ ଭାଇଜାଗ ତାଙ୍କର ପ୍ରଥମ ଗସ୍ତ ଥିଲା ।[୬][୭]

ଆଧାର[ସମ୍ପାଦନା]

  1. http://www.thehindubusinessline.com/news/first-odisha-woman-officer-onboard-a-vessel/article4350464.ece
  2. http://www.business-standard.com/article/pti-stories/odia-girl-becomes-mariner-113012700086_1.html
  3. http://www.thehindu.com/todays-paper/tp-national/tp-otherstates/odia-girl-becomes-marine-engineer/article4352590.ece
  4. http://www.logisticsaide.com/site/sea28012013-1[permanent dead link]
  5. http://odishatv.in/odisha/odia-girl-becomes-mariner-31686/[permanent dead link]
  6. https://www.telegraphindia.com/1130119/jsp/odisha/story_16457565.jsp#.WMAVxuSDjLM
  7. http://timesofindia.indiatimes.com/city/bhubaneswar/First-Odia-lady-marine-engineer-achieves-cargo-dreams/articleshow/18872422.cms