ବିଭୂଷିତା ଦାସ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବିଭୂଷିତା ଦାସ | |
---|---|
ଜନ୍ମ | ବିଭୁଷିତା ଦାସ |
ଜାତୀୟତା | ଭାରତୀୟ |
ଶିକ୍ଷା | ମେରାଇନ ଇଂଜିନିୟରିଂରେ ସ୍ନାତକ |
ଶିକ୍ଷାନୁଷ୍ଠାନ | ସି ଭି ରମଣ ଯାନ୍ତ୍ରିକ ଏବଂ ବୈଷୟିକ ମହାବିଦ୍ୟାଳୟ ଭୁବନେଶ୍ୱର |
ପ୍ରସିଦ୍ଧି | ଭାରତୀୟ ସାମୁଦ୍ରିକ ଜାହଜ ଯନ୍ତ୍ରୀ |
ପିତାମାତା | ପିତା: କରୁଣାକର ଦାସ [୧] |
ବିଭୁଷିତା ଦାସ ପ୍ରଥମ ଓଡ଼ିଆ ମେରାଇନ ଇଂଜିନିଅର ଅଟନ୍ତି ।[୨] ଭୁବନେଶ୍ୱରସ୍ଥିତ ସି ଭି ରମଣ ଯାନ୍ତ୍ରିକ ଏବଂ ବୈଷୟିକ ମହାବିଦ୍ୟାଳୟରୁ ୨୦୧୧ ମସିହାରେ ମେରାଇନ ଇଂଜିନିଅରିଂରେ ବି.ଟେକ ଉତୀର୍ଣ୍ଣ ହେବା ପରେ ଭାରତୀୟ ପଣ୍ୟ ଜାହଜ ନିଗମରେ ସାମୁଦ୍ରିକ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । [୩]
ଜଳଯାତ୍ରା
[ସମ୍ପାଦନା]୨୦୧୨ ମସିହାରେ ଜାହଜରେ ପ୍ରଥମ ଜଳଯାତ୍ରା କରିଥିଲେ ।[୪] ସେହି ଜାହାଜ ଅଷ୍ଟ୍ରେଲିଆରୁ ଉଚ୍ଚମାନର କୋକ ଆମଦାନୀ କରି ପାରାଦୀପ ବନ୍ଦର ଆସୁଥିଲା ।[୫] ସେଥିରେ ୨୫ ଜଣ ପୁରୁଷ କର୍ମଚାରୀଙ୍କ ସହ ବିଭୁଷିତା ଏକାକୀ ମହିଳା ଥିଲେ ଥିଲେ । ପୂର୍ବରୁ ହଳଦିଆ ବନ୍ଦରରୁ ଭାଇଜାଗ ତାଙ୍କର ପ୍ରଥମ ଗସ୍ତ ଥିଲା ।[୬][୭]
ଆଧାର
[ସମ୍ପାଦନା]- ↑ http://www.thehindubusinessline.com/news/first-odisha-woman-officer-onboard-a-vessel/article4350464.ece
- ↑ http://www.business-standard.com/article/pti-stories/odia-girl-becomes-mariner-113012700086_1.html
- ↑ http://www.thehindu.com/todays-paper/tp-national/tp-otherstates/odia-girl-becomes-marine-engineer/article4352590.ece
- ↑ http://www.logisticsaide.com/site/sea28012013-1[permanent dead link]
- ↑ http://odishatv.in/odisha/odia-girl-becomes-mariner-31686/[permanent dead link]
- ↑ https://www.telegraphindia.com/1130119/jsp/odisha/story_16457565.jsp#.WMAVxuSDjLM
- ↑ http://timesofindia.indiatimes.com/city/bhubaneswar/First-Odia-lady-marine-engineer-achieves-cargo-dreams/articleshow/18872422.cms