ବିନୋଦ ବିହାରୀ ସିଂହ ବରିହା

ଉଇକିପିଡ଼ିଆ‌ରୁ
(ବିନୋଦ ବିହାରୀ ବରିହାରୁ ଲେଉଟି ଆସିଛି)
ବିନୋଦ ବିହାରୀ ସିଂହ ବରିହା
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବିଜୟ କୁମାର ପାଣି, ମନୋହର ନାଏକ
ପର ଅଧିକାରୀମୁରାରି ପ୍ରସାଦ ମିଶ୍ର‌
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-07-22)୨୨ ଜୁଲାଇ ୧୯୩୭
ମୃତ୍ୟୁ୨୬ ଅକ୍ଟୋବର ୨୦୧୬(2016-10-26) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୀନା କୁମାରୀ ସିଂହ ବିରହା
ବାପା/ବୋଉସାଧୁଚରଣ ସିଂହ ବିରହା (ବାପା)
ବୃତ୍ତିରାଜନୀତିଜ୍ଞ

ବିନୋଦ ବିହାରୀ ସିଂହ ବରିହା (୨୨ ଜୁଲାଇ ୧୯୩୭ - ୨୬ ଅକ୍ଟୋବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିନୋଦ ବିହାରୀ ସିଂହ ବରିହା ୧୯୩୭ ମସିହାର ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାଧୁଚରଣ ସିଂହ ବିରହା ଓ ପତ୍ନୀଙ୍କ ନାମ ମୀନା କୁମାରୀ ସିଂହ ବିରହା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିନୋଦ ବିହାରୀ ସିଂହ ବରିହା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବିନୋଦ ବିହାରୀ ସିଂହ ବରିହା ୨୦୧୬ ମସିହାର ଅକ୍ଟୋବର ୨୬ ତାରିଖରେ ମୃତ୍ୟବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Binod Bihari Singh Bariha". odishaassembly.nic.in. Odisha Assembly. Retrieved 11 August 2021.