Jump to content

ବିଡ଼ି

ଉଇକିପିଡ଼ିଆ‌ରୁ
ବିଡ଼ି ତିଆରି କରୁଥିବା ଜଣେ ମହିଳା

ବିଡ଼ି (ହିନ୍ଦୀ : बीड़ी; କେହିକେହି (ଅନ୍ୟ ଭାଷାଭାଷୀ) ଏହାକୁ ବିଡ଼ି (bidi)[] ବା ବିରି (biri)[] ବୋଲି ମଧ୍ୟ କହିଥାନ୍ତି। ଏହା ତମାଖୁକୁ ଭିତରେ ରଖି କେନ୍ଦୁପତ୍ରରେ ମୋଡ଼ି ଓ ଗୋଟିଏ ସରୁ ସୂତାରେ ବାନ୍ଧି ତିଆରି କରାଯାଉଥିବା ଏକ ପତଳା ଭାରତୀୟ[] ସିଗାରେଟ

ଇତିହାସ

[ସମ୍ପାଦନା]

ବିଡ଼ି ଶବ୍ଦଟି ମାରୱାରର ବିଡ଼ା ଶବ୍ଦରୁ ଆସିଅଛି ବୋଲି କେହି କେହି ମତ ଦିଅନ୍ତି। ଏହାର ଅର୍ଥ ହେଲା ଗୁଆ, କିଛି ଜଡ଼ିବୁଟି ଓ ମସଲା ଆଦି ଦେଇ ମୋଡ଼ା ହୋଇଥିବା ପତ୍ର।[]

ଉପଯୋଗ

[ସମ୍ପାଦନା]

ଉତ୍ପାଦନ

[ସମ୍ପାଦନା]

ଭାରତରେ ବ୍ୟବହାର ହେଉଥିବା ମୋଟ ତମାଖୁର ୪୮ ଶତକଡ଼ା ବିଡ଼ି ମାଧ୍ୟମରେ ହୋଇଥାଏ (୨୦୦୮ର ଗଣନା)[]

  1. Dhar, Sujoy (2009-11-18). "Indian girls fight back against child marriage". Kolkata, India: Reuters. Retrieved 2011-06-11.
  2. ୨.୦ ୨.୧ Sunley, Emil M. (January 2008). India: The Tax Treatment of Bidis (PDF). Bloomberg Philanthropies. ISBN 978-2-914365-35-2. Archived from the original (PDF) on 2012-03-06. Retrieved 2012-06-20.
  3. Rahman, Mahbubur; Junichi Sakamoto; Tsuguya Fukui (2003-09-10). "Bidi smoking and oral cancer: A meta-analysis". International Journal of Cancer. Wiley-Liss, Inc. 106 (4): 600–604. doi:10.1002/ijc.11265.
  4. Bhargava's Standard Illustrated Dictionary of the Hindi Language. Bhushan Press. 1976. p. 312.

ବାହାର ଆଧାର

[ସମ୍ପାଦନା]