ବିଜୟ ରାଜିନ୍ଦରନାଥ
ଦେଖଣା
| କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ବ୍ୟାଟିଂ ପ୍ରକାର | Right-hand bat (RHB) | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | - | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ | 13 November 1952 v Pakistan | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 13 November 1952 v Pakistan | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: ESPNcricinfo, 10 January 2013 | ||||||||||||||||||||||||||||||||||||||||
ବିଜଯ ରାଜିନ୍ଦରନାଥ
pronunciation (help·info) (7 ଜାନୁୟାରୀ 1928-22 ନଭେମ୍ବର 1989 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟର ।
1952/53 ପାକିସ୍ତାନ ସହ ସିରିଜରେ ଭାରତ ଟେଷ୍ଟରେ 4 ଜଣ ୱିକେଟ କିପରଙ୍କୁ ପରିକ୍ଷ୍ୟାମୂଳକ ଭାବେ ଖେଲାଯାଇଥିଲା । ସେହି ମଧ୍ୟରୁ ରାଜିନ୍ଦରନାଥ ଅନନ୍ୟତମ । ସେ ବୋମ୍ବେଠାରେ ହେଇଥିବା ଟେଷ୍ଟରେ ଖେଳିଥିଲେ । ସେହି ଟେଷ୍ଟ ଭାରତ ମାତ୍ର 4 ୱିକେଟ ହରାଇ ଜିତିଥିଲା । ରାଜିନ୍ଦରନାଥ ବ୍ୟାଟିଂ କରି ନଥିଲେ । ତେବେ ସେ ୱିକେଟ କିପର ଭାବରେ 4ଟି ସ୍ତମପିଙ୍ଗ କରିଥିଲେ । ସେହି ରେକର୍ଡ ଆଜି ଯାଏ ରହିଛି । କିନ୍ତୁ ପରବର୍ତୀ ଟେଷ୍ଟରେ ତାଙ୍କ ସ୍ଥାନରେ ଇବ୍ରାହିମ ମାକା ଖେଳିଥିଲେ । ସେ କମନୱେଲ୍ଥ XI ବିରୁଦ୍ଧରେ ଅଣଅଫିସିଆଲ ଟେଷ୍ଟ 3ଟି ଖେଳିଥିଲେ । ସେ ଔ ଟେଷ୍ଟ ଦଳକୁ ଆସି ପାରିନଥିଲେ [୧].
ପୁନଶ୍ଚ ଦେଖଣା
[ସମ୍ପାଦନା]- One Test Wonder
ଆଧାର
[ସମ୍ପାଦନା]- Obituary in ACSSI almanac, 1989/90
- Cricinfo Profile
- Cricketarchive Profile
- ↑ "ଟେଷ୍ଟରେ ଭାରତ କେତେଥର ଶ୍ରୀଲଙ୍କାକୁ ପରାସ୍ତ କରିଛି?". Trendi - ଓଡ଼ିଆ (in ଆମେରିକୀୟ ଇଂରାଜୀ). Archived from the original on 2023-01-08. Retrieved 2023-01-08.