ବିଜୟା ନିର୍ମଳା

ଉଇକିପିଡ଼ିଆ‌ରୁ
Vijaya Nirmala
Born (1946-02-20) ୨୦ ଫେବୃଆରୀ ୧୯୪୬ (ବୟସ ୭୮)
Spouse(s)Late K. S. Murthy (ex husband)
Krishna (husband)
ChildrenVijaya Naresh (son)

ବିଜୟା ନିର୍ମଳା ତେଲୁଗୁ ଫିଲ୍ମରେ ଅଭିନୟ, ନିର୍ମାଣ ଓ ନିର୍ଦ୍ଦେଶନ ଦଉଥିବା ଜଣେ ମହିଳା । ସେ ୪୪  ଟି ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ୨୦୦୨ ମସିହାରେ ତାଙ୍କ ନାମକୁ ଗିନିଜ ବୁକ ଏଜି ରେକର୍ଡ ( Guinness Book of Records)ରେ ତାଙ୍କ ନାମ ସ୍ଥାନିତ କରେଇପାରିଥିଲେ । ସେ ବିଶ୍ୱର ମହିଳା ଫିଲ୍ମ ନିର୍ଦ୍ଦେଶିକା ଭାବରେ ସର୍ବାଧିକ ଫିଲ୍ମ ରେ[୧] ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୮ ମସିହାରେ ତାଙ୍କୁ ତେଲୁଗୁ ସିନେମାକୁ ଅବଦାନ ନିମନ୍ତେ " ରଘୁପତି ବେଙ୍କାଇୟା ପୁରସ୍କାର " ପ୍ରଦାନ କରାଯାଇଥିଲା । [୨]

ବ୍ୟକ୍ତିଗତ ଜୀବନୀ [ସମ୍ପାଦନା]

ବିଜୟାଙ୍କ ଜନ୍ମ ତାମିଲନାଡୁରେ ରହୁଥିବା ତେଲୁଗୁ ପରିବାରରେ ହେଇଥିଲା । ତାଙ୍କ ପିତା ଫିଲ୍ମ ନିର୍ମାଣ ବ୍ୟବସାୟରେ କାର୍ଯ୍ୟ କରନ୍ତି । ତାଙ୍କ ପୁତ୍ର ନରେଶ ମଧ୍ୟ ଜଣେ ଅଭିନେତା । ସେ ତାଙ୍କ ପ୍ରଥମ ପଟିଙ୍କୁ ଛାଡପତ୍ର ଦେଲା ପରେ ଅଭିନେତା କ୍ରୀଷ୍ଣାଙ୍କୁ ବିବାହ କରିଥିଲେ । [୩]

କାର୍ଯ୍ୟ ଜୀବନୀ [ସମ୍ପାଦନା]

୧୯୫୭ ମସିହାରେ ବିଜୟା ୧୧ ବର୍ଷର ହେଇଥିବା ବେଳେ ଶିଶୁ ଅଭିନେତ୍ରୀ ଭାବରେ ଫିଲ୍ମ " ପଣ୍ଡୁରଙ୍ଗ ମହାତବୟମ " ନାମକ ଫିଲ୍ମରେ ଅଭିନୟ କରିଥିଲେ ।୧୯୬୪ ମସିହାରେ ସେ ପ୍ରେମ ନଜିରଙ୍କ ସହ " ଭାର୍ଗବୀ ନିଳୟମ " ନାମକ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ପାଇଥିଲେ । [୪] ଏହା ପରେ ସେ ନିୟମିତ ଭାବରେ ତେଲୁଗୁ ଓ ମାଲାୟାଲାମ ଭାଷାର ବଡ ଅଭିନେତାଙ୍କ ସହ ଅଭିନୟ କରିଥିଲେ । [୫]

ତାମିଲ ଭାଷାରେ ତାଙ୍କର ପ୍ରଥମ ଫିଲ୍ମ " ଏଙଗାବେତତୁ ପେନ୍ନ " ଥିଲା । , ଏହା ପରେ ସେ ତାଙ୍କର ଭବିଷ୍ୟତ ସ୍ୱାମୀ କ୍ରୀଷ୍ଣାଙ୍କ ସହ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ ଓ ତାଙ୍କ ସହ ସେ ୪୭ଟି ଫିଲ୍ମ ଅଭିନୟ କରିଥିଲେ । " ସାକ୍ଷୀ " ନାମକ ଫିଲ୍ମରେ ଅଭିନୟ ପରେ  ସେ ନିର୍ଦ୍ଦେଶନା ଦିଗରେ ଆଗ୍ରହୀ ହେଇଥିଲେ । ସେ ସମୁଦାଯ ତେଲୁଗୁ ଭାଷାରେ ୨୦୦ , ମାଲାୟାଲାମ ଓ ତାମିଲ ଭାଷାରେ ୨୫ଟି ଲେଖା ଫିଲ୍ମରେ ଅଭିନୟ କରିଥିଲେ । 

 ସେ ତାଙ୍କ ସ୍ୱାମୀଙ୍କ ସହ " ବିଜୟା କ୍ରୀଷ୍ଣା  ନାମକ ଫିଲ୍ମ ନିର୍ମାଣ କମ୍ପାନୀ ସ୍ଥାପନ କରି ଏହା ଜରିଆରେ ଅନେକ ଫିଲ୍ମ ସହ ଟେଲିଭିଜନ ଧାରାବାହିକ ମଧ୍ୟ ନିର୍ମାଣ କରନ୍ତି । ବର୍ତ୍ତମାନ ସେ ତେଲେଙ୍ଗନା ରାଜ୍ୟର ହାଇଦ୍ରାବାଦଠାରେ ପଦ୍ମାଳୟା ଷ୍ଟୂଡିଓ ଓ ପଦ୍ମାଳୟା ଟେଲିଫିଲ୍ମ ନାମକ ଦୁଇଟି ପ୍ରତିଷ୍ଠାନର ପରିଚାଳନା  କରୁଛନ୍ତି । "  .

ଫିଲ୍ମୋଗ୍ରାଫି ( ମୁଖ୍ୟ ଫିଲ୍ମ ସବୁ )[ସମ୍ପାଦନା]

ଅଭିନେତ୍ରୀ ଭାବରେ [ସମ୍ପାଦନା]

ତେଲୁଗୁ [ସମ୍ପାଦନା]

Year Film Role
1957 Panduranga Mahatyam Bala Krishnudu
1958 Bhookailas Goddess Seetha
1965 Manchi Kutumbam
1966 Rangula Ratnam
1967 Poola Rangadu Padma
1967 Saakshii
1968 Asadhyudu Radha
1968 Bangaru Gaajulu Radha
1969 Aatmiyulu Saroja
1970 Akka Chellelu Lawyer Vijaya
1971 Bomma Borusa
1971 Mosagallaku Mosagadu Radha
1972 Tata Manavadu Rani
1972 Pandanti Kapuram
1973 Devudu Chesina Manushulu
1973 Sahasame naa Oopiri
1973 Pinni
1973 Buddhimantudu
1973 Patnavasam
1973 Marina Manishi
1973 Meena Meena
1974 Alluri Seetarama Raju Seeta
1974 Bantrotu Bharya
1976 Paadipantalu
1977 Kurukshetram Subhadra
1979 Hema Hemeelu Vijaya
1989 Pinni Lakshmi

ମାଲାୟାଲାମ [ସମ୍ପାଦନା]

Year Film Role
1964 Bhargavi Nilayam
1965 Rosie
1965 Kalyanarathriyil
1966 Poochakkanni
1967 Pooja
1967 Udhyogastha
1967 Anweshichu Kandethiyilla
1968 Karutha Pournami
1970 Nishagandhi
1970 Vivaham Swargathil
1971 Aana Valarthiya Vanampadiyude Makan
1972 Kalippava
1972 Pulliman
1972 Postmane Kananilla Nalini
1973 Thenaruvi Sudha
1973 Kattuvithachavan
1973 Ponnapuram Kotta
1973 Kavitha
1974 Durga Thulasi
1976 Kenalum Collectorum

ତାମିଲ [ସମ୍ପାଦନା]

Year Film Role
1965 Enga Veetu Penn
1966 Chitthi Saroja
1967 Pandhayam
1968 Neelagiri Express Geetha
1968 Panama Pasama
1968 Siritha Mugam
1968 Sathiyam Thavaradhey
1968 Soaappu Seeppu Kannadi Latha
1968 Uyira Manama
1969 Anbalippu Meena
1970 En Annan Thangam
1971 Yanai Valartha Vanampadi Magan
1972 Gnana Oli
1972 Vazhaiyadi Vazhai
1974 Puthiya Manithan
1984 Sumangali Kolam

ନିର୍ଦ୍ଦେଶନ [ସମ୍ପାଦନା]

Year Film Notes
1971 Meena Based on the novel Meena by Yaddanapudi Sulochana Rani which was later adapted into 2016 movie A Aa[୬]
1973 Kavitha Malayalam
1974 Devadasu
1976 Devude Gelichadu Remake of Malayalam film Yakshagaanam
1977 Panchaithi
1979 Moodu Puvvulu Aaru Kayalu
1979 Hema Hemeelu
1980 Ram Robert Rahim Remake of Hindi film Amar Akbar Anthony
1980 Kiladi Krishnudu
1980 Sirimalle Navvindi
1981 Bhogi Mantalu
1981 Antham Kadidi Aarambam Remake of Kannada film Antha
1982 Doctor Cine Actor
1983 Bezawada Bebbuli
1984 Mukhyamantri Remake of Kannada film Chakravyuha
1985 Lankabiddelu
1989 Sahasame Naa Oopiri
1990 Prajala Manishi
1994 Yes Nenante Nene
1996 Puttinti Gowravam
2009 Neramu Siksha

ପୁନଶ୍ଚ ଦେଖଣା [ସମ୍ପାଦନା]

  • Raghupathi Venkaiah Award

ଆଧାର [ସମ୍ପାଦନା]

  1. "Vijayanirmala enters the Guinness". The Hindu. Chennai, India. 2002-04-30. Archived from the original on 2003-11-14. Retrieved 2017-03-27.
  2. Ragupathi Venkaiah Award to Vijaya Nirmala[dead link]
  3. "Bestowed with bliss". The Hindu. Chennai, India. 2007-08-04. Archived from the original on 2009-05-03. Retrieved 2017-03-27.
  4. B. Vijayakumar (2009-11-16). "Bhargavi Nilayam 1948". Chennai, India: The Hindu. Archived from the original on 2011-06-29. Retrieved 2017-03-27. {{cite news}}: More than one of |author= and |last= specified (help)
  5. http://www.sify.com/movies/ragupathi-venkaiah-award-to-vijaya-nirmala-news-telugu-kkfqMxaehec.html
  6. http://www.deccanchronicle.com/entertainment/movie-reviews/020616/a-aa-movie-review-trivikram-is-back-with-a-bang.html