ବାହବିଜ ଦୋରାବଜୀ
ଦେଖଣା
ବାହବିଜ ଦୋରାବଜୀ | |
|---|---|
![]() ୨୦୧୬ ମସିହାରେ ପ୍ରାଇଡ୍ ଗାଲାଣ୍ଟ୍ରି ପୁରସ୍କାର ଉତ୍ସବରେ ବାହବିଜ ଦୋରାବଜୀ | |
| ଜନ୍ମ | ୨୮ ନଭେମ୍ବର ୧୯୮୫[୧] ପୁଣେ, ମହାରାଷ୍ଟ୍ର, ଭାରତ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
| ପ୍ରସିଦ୍ଧି | ପ୍ୟାର୍ କି ୟେ ଏକ୍ କାହାନୀରେ ପାଞ୍ଚି ଦୋବ୍ରିୟାଲ |
| ବୈବାହିକ-ସାଥୀ |
ବିବିଆନ ଦଶେନା
(m. ୨୦୧୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ବାହବିଜ ଦୋରାବଜୀ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକାରେ କାମ କରନ୍ତି ।[୨][୩]
ଅଭିନୟ ଜୀବନ
[ସମ୍ପାଦନା]୨୦୧୦ ମସିହାରେ, ସେ ପ୍ୟାର୍ କୀ ୟେ ଏକ୍ କାହାନୀ ଜରିଆରେ, ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।[୪][୫] ୨୦୧୩ ମସିହାରେ, ସେ ସରସ୍ୱତୀଚନ୍ଦ୍ର ଧାରାବାହିକରେ କାମ କରିଥିଲେ ।[୬] ସେ ହିନ୍ଦୀ ଧାରାବାହିକ ବହୂ ହମାରୀ ରଜନୀ କାନ୍ତରେ ମ୍ୟାଗି ଭୂମିକାରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ପୁଣେ, ମହାରାଷ୍ଟ୍ରରେ ଏକ ପାର୍ସି ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜାହାଙ୍ଗୀର ଦୋରାବଜୀ ଓ ମାଆ ଫିରୋଜ ଦୋରାବଜୀ । ୨୦୧୩ ମସିହାରେ, ସେ ପ୍ୟାର୍ କୀ ଏକ୍ କାହାନୀରେ ତାଙ୍କ ସହିତ କାମ କରିଥିବା ତାଙ୍କର ସହ-ଅଭିନେତା ବିବିଆନ ଦଶେନାଙ୍କୁ ସେ ବିଭାନ କରିଥିଲେ । ୨୦୧୭ ମସିହାରେ, ଉଭୟଙ୍କର ବିବାହ-ବିଚ୍ଛେଦ ହୋଇଥିଲା ।
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ଚେନାଲ୍ | ଆଧାର |
|---|---|---|---|---|
| ୨୦୧୦–୨୦୧୧ | ପ୍ୟାର୍ କି ୟେ ଏକ୍ କାହାନୀ | ପଞ୍ଚି ଡୋବ୍ରିୟାଲ୍ | ଷ୍ଟାର୍ ୱାନ୍ | |
| ୨୦୧୩ | ସାବିତ୍ରୀ | ବିଶକାମିନୀ | ଲାଇଫ୍ ଓକେ | |
| ସରସ୍ୱତୀଚନ୍ଦ୍ରା | ଅଲକ କିଶୋରୀ ଧର୍ମାଧିକାରୀ | ଷ୍ଟାର୍ ପ୍ଲସ୍ | ||
| ୨୦୧୬–୨୦୧୭ | ବହୁ ହମାରୀ ରଜନୀକାନ୍ତ | ମ୍ୟାଗି | ଲାଇଫ୍ ଓକେ | |
| ୨୦୨୧ | ହିକ୍କପସ୍ ଆଣ୍ଡ୍ ହୁକ୍ଅପ୍ସ୍ | ୱେବ୍ ସିରିଜ୍ | ଲାୟନ୍ସଗେଟ୍ ପ୍ଲେ |
ଆଧାର
[ସମ୍ପାଦନା]- ↑ "Vahbiz Dorabjee's solo birthday trip photos are giving us vacation goals". The Times of India. 6 December 2019.
- ↑ Neha Maheshwri (2012-11-18). "Vahbbiz Dorabjee and Vivian Dsena set to tie the knot". The Times of India. Archived from the original on 2014-01-16. Retrieved 2014-04-13.
- ↑ Saadia S Dhailey (2011-12-19). "Vivian D'sena, Vahbbiz Dorabjee's first X'mas together". The Times of India. Archived from the original on 2014-01-16. Retrieved 2014-04-13.
- ↑ Akash Wadhwa (2011-10-11). "Vahbbizs name trouble!". The Times of India. Archived from the original on 2014-01-16. Retrieved 2014-04-13.
- ↑ "PKYEK is a trendsetter, Panchi Story, Recap, Discussion forums & more on StarOne.in - Official website". Archived from the original on 7 February 2011. Retrieved 9 March 2011.
- ↑ "Vahbbizz Dorabjee in Saraswatichandra pagal". The Times of India. 2013-07-06. Archived from the original on 2013-07-11. Retrieved 2014-04-13.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବାହବିଜ ଦୋରାବଜୀ
ବାବଦରେ ମାଧ୍ୟମ ରହିଛି ।
- ଫେସବୁକରେ Vahbbiz Dorabjee
- ଇଣ୍ଟରନେଟ ମୁଭି ଡାଟାବେସରେ ବାହବିଜ ଦୋରାବଜୀ
