Jump to content

ବାସୁ ଇନ୍ତୁରୀ

ଉଇକିପିଡ଼ିଆ‌ରୁ
ବାସୁ ଇନ୍ତୁରୀ
ଜନ୍ମ
ବାସୁ ଶ୍ରୀନିବାସ ରାଓ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ଲେଖକ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ

ବାସୁ ଶ୍ରୀନିବାସ ରାଓ (ମଞ୍ଚନାମ: ବାସୁ ଇନ୍ତୁରୀ) ଜଣେ ଭାରତୀୟ ଅଭିନେତା ତଥା ଲେଖକ ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ଦୂରଦର୍ଶନ ଧରାବାହିକ ଅମ୍ରୁତାମରେ ସର୍ଭମ ଭୂମିକା ପାଇଁ ଜଣାଶୁଣା,[୧][୨] ଯାହା ତାଙ୍କୁ ୨୦୦୭ ମସିହାରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ନନ୍ଦି ଟିଭି ପୁରସ୍କାର ପ୍ରଦାନ କରିଥିଲା ।[୩] ସେହି ଏହି ଧାରାବାହିକରେ ଜଣେ ସହକାରୀ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବ ସହିତ ଏହାର କିଛି ଅଧ୍ୟାୟ ସେ ଲେଖିଥିଲେ । ପରେ ସେ ଦୂରଦର୍ଶନ ଧାରାବାହିକ ଗଙ୍ଗାତୋ ରାମବାବୁ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ୨୦୧୪ ମସିହାରେ, ସେ ଗଙ୍ଗାରାଜୁ ଗୁନ୍ନାମ୍‌ଙ୍କ ସହିତ ପ୍ରଥମ ଭାରତୀୟ ମହାକାଶୀୟ କମେଡି କଥାଚିତ୍ର ଅମୃତମ୍ ଚାନ୍ଦାମାଲୋର ନିର୍ମାଣ କରିଥିଲେ ।[୪]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୦୫ ଅନୁକୋକୁଣ୍ଡା ଓକା ରୋଜୁ
୨୦୦୮ ଅଷ୍ଟ ଚମ୍ମା ରଙ୍ଗା
ଜନ୍ ଆପାରାଓ ୪୦+
୨୦୧୧ ପଏଜନ୍
ଗୋଲକୋଣ୍ଡା ହାଇ ସ୍କୁଲ
ପିଲା ଜମିନ୍‌ଦାର ପିଜେର ଟ୍ୟୁସନ ସାର୍
୨୦୧୩ ସାହସମ୍ ଗୌତମର ବନ୍ଧୁ
୨୦୧୪ ଅମୃତମ୍ ଚନ୍ଦାମାଲୋ ସର୍ବମ୍
ଏ ଶ୍ୟାମ ଗୋପାଳ ବର୍ମା ଫିଲ୍ମ
୨୦୧୫ କୋରିଅର୍ ବୟ କଲ୍ୟାଣ ୱାର୍ଡ ବୟ୍
୨୦୧୬ ରୋଜୁଲୁ ମରାୟି
୨୦୧୮ କ୍ରିଷ୍ଣାର୍ଜୁନ ୟୁଦ୍ଧମ୍ ଏନଜିଓ ସଦସ୍ୟ
ଚଲୋ କ୍ୟାଣ୍ଟିନ ମାଲିକ
୨୦୧୯ ଏନ୍‌ଟିଆର୍: କଥାନାୟାକୁଡ଼ୁ ଟି. ପ୍ରକାଶ ରାଓ
୨୦୨୦ ୟୁରେକା କଲେଜ ଅଧ୍ୟାପକ ଲମ୍ବୁ
୨୦୨୧ ରାଜା ରାଜା ଚୋର ମାଧବ
୨୦୨୨ ଏଫ୍୩ ମହୁର ଡ୍ରାଇଭର
୨୦୨୩ ୱଲ୍ଟର ବୀରାୟା ପୂଜକ

ଦୂରଦର୍ଶନ

[ସମ୍ପାଦନା]
ବର୍ଷ ନାମ ଭୂମିକା ଚେନାଲ୍ ମନ୍ତବ୍ୟ
୨୦୦୧–୨୦୦୭ ଅମୃତମ୍ ସର୍ବେଶ୍ୱରନ୍ "ସର୍ବମ୍" ଜେମିନି ଟିଭି
୨୦୧୬–୨୦୧୮ ସାରାଦାଗା କାସେପୁ ବେଲ୍ଲାମ ଭାସ୍କର
୨୦୧୮–୨୦୨୦ ରେଣ୍ଡୁ ରେଲ୍ଲୁ ଆରୁ ଓବୁଲ ରେଡ୍ଡୀ (ବୈଜ୍ଞାନିକ) ଜେମିନି ଟିଭି ଉତ୍ପାଦକ ମଧ୍ୟ |
୨୦୨୦ ଲକ୍‌‌‌ଡ୍ ଶିବଲିଙ୍ଗମ୍ ଆହା
୨୦୨୦–୨୦୨୧ ଅମୃତମ ଧ୍ୱିତୀୟମ୍ ସର୍ବେଶ୍ୱରନ୍ "ସର୍ବମ୍" ଜୀ୫ ଲେଖକ [୫] [୬]
୨୦୨୧ ଲୋଲ ସଲାମ ଜନ୍‌ଙ୍କ ବାପା
ତରାଗତି ଗାଦି ଦାତି କୃଷ୍ଣଙ୍କ ବାପା ଆହା
୨୦୨୧ - ଏବେଯାଏଁ ମୁଥିଆମନ୍ତ ମଧୁ ନରସିଂହ ଜୀ ତେଲୁଗୁ
  1. https://manamnews.com/rajamoulis-wife-watches-amritam-serial/
  2. https://www.hmtvlive.com/movies/lb-sriram-replace-the-role-of-gundu-hanumantha-rao-in-amrutham-web-series-37447
  3. "Nandi TV Awards G.O and Results 2006". APSFTVTDC. Archived from the original on 2019-09-13. Retrieved 2020-07-23.
  4. "Welcome to Telugu Movie Amrutham Chandamama lo". amruthamthemovie.com. Archived from the original on 12 November 2014.
  5. "Lockdown special episodes of 'Amrutham Dhvitheeyam'". The Hindu (in Indian English). 2020-05-25. ISSN 0971-751X. Retrieved 2021-01-05.
  6. "A fun ride review. A fun ride Telugu Webseries review, story, rating". IndiaGlitz.com. Retrieved 2021-01-05.

ବାହାର ଲିଙ୍କ୍

[ସମ୍ପାଦନା]