ବାସୁ ଇନ୍ତୁରୀ
Appearance
ବାସୁ ଇନ୍ତୁରୀ | |
---|---|
ଜନ୍ମ | ବାସୁ ଶ୍ରୀନିବାସ ରାଓ |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ବାସୁ ଶ୍ରୀନିବାସ ରାଓ (ମଞ୍ଚନାମ: ବାସୁ ଇନ୍ତୁରୀ) ଜଣେ ଭାରତୀୟ ଅଭିନେତା ତଥା ଲେଖକ ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ଦୂରଦର୍ଶନ ଧରାବାହିକ ଅମ୍ରୁତାମରେ ସର୍ଭମ ଭୂମିକା ପାଇଁ ଜଣାଶୁଣା,[୧][୨] ଯାହା ତାଙ୍କୁ ୨୦୦୭ ମସିହାରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ନନ୍ଦି ଟିଭି ପୁରସ୍କାର ପ୍ରଦାନ କରିଥିଲା ।[୩] ସେହି ଏହି ଧାରାବାହିକରେ ଜଣେ ସହକାରୀ ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବ ସହିତ ଏହାର କିଛି ଅଧ୍ୟାୟ ସେ ଲେଖିଥିଲେ । ପରେ ସେ ଦୂରଦର୍ଶନ ଧାରାବାହିକ ଗଙ୍ଗାତୋ ରାମବାବୁ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ୨୦୧୪ ମସିହାରେ, ସେ ଗଙ୍ଗାରାଜୁ ଗୁନ୍ନାମ୍ଙ୍କ ସହିତ ପ୍ରଥମ ଭାରତୀୟ ମହାକାଶୀୟ କମେଡି କଥାଚିତ୍ର ଅମୃତମ୍ ଚାନ୍ଦାମାଲୋର ନିର୍ମାଣ କରିଥିଲେ ।[୪]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୦୫ | ଅନୁକୋକୁଣ୍ଡା ଓକା ରୋଜୁ | |
୨୦୦୮ | ଅଷ୍ଟ ଚମ୍ମା | ରଙ୍ଗା |
ଜନ୍ ଆପାରାଓ ୪୦+ | ||
୨୦୧୧ | ପଏଜନ୍ | |
ଗୋଲକୋଣ୍ଡା ହାଇ ସ୍କୁଲ | ||
ପିଲା ଜମିନ୍ଦାର | ପିଜେର ଟ୍ୟୁସନ ସାର୍ | |
୨୦୧୩ | ସାହସମ୍ | ଗୌତମର ବନ୍ଧୁ |
୨୦୧୪ | ଅମୃତମ୍ ଚନ୍ଦାମାଲୋ | ସର୍ବମ୍ |
ଏ ଶ୍ୟାମ ଗୋପାଳ ବର୍ମା ଫିଲ୍ମ | ||
୨୦୧୫ | କୋରିଅର୍ ବୟ କଲ୍ୟାଣ | ୱାର୍ଡ ବୟ୍ |
୨୦୧୬ | ରୋଜୁଲୁ ମରାୟି | |
୨୦୧୮ | କ୍ରିଷ୍ଣାର୍ଜୁନ ୟୁଦ୍ଧମ୍ | ଏନଜିଓ ସଦସ୍ୟ |
ଚଲୋ | କ୍ୟାଣ୍ଟିନ ମାଲିକ | |
୨୦୧୯ | ଏନ୍ଟିଆର୍: କଥାନାୟାକୁଡ଼ୁ | ଟି. ପ୍ରକାଶ ରାଓ |
୨୦୨୦ | ୟୁରେକା | କଲେଜ ଅଧ୍ୟାପକ ଲମ୍ବୁ |
୨୦୨୧ | ରାଜା ରାଜା ଚୋର | ମାଧବ |
୨୦୨୨ | ଏଫ୍୩ | ମହୁର ଡ୍ରାଇଭର |
୨୦୨୩ | ୱଲ୍ଟର ବୀରାୟା | ପୂଜକ |
ଦୂରଦର୍ଶନ
[ସମ୍ପାଦନା]ବର୍ଷ | ନାମ | ଭୂମିକା | ଚେନାଲ୍ | ମନ୍ତବ୍ୟ |
---|---|---|---|---|
୨୦୦୧–୨୦୦୭ | ଅମୃତମ୍ | ସର୍ବେଶ୍ୱରନ୍ "ସର୍ବମ୍" | ଜେମିନି ଟିଭି | |
୨୦୧୬–୨୦୧୮ | ସାରାଦାଗା କାସେପୁ | ବେଲ୍ଲାମ ଭାସ୍କର | ||
୨୦୧୮–୨୦୨୦ | ରେଣ୍ଡୁ ରେଲ୍ଲୁ ଆରୁ | ଓବୁଲ ରେଡ୍ଡୀ (ବୈଜ୍ଞାନିକ) | ଜେମିନି ଟିଭି | ଉତ୍ପାଦକ ମଧ୍ୟ | |
୨୦୨୦ | ଲକ୍ଡ୍ | ଶିବଲିଙ୍ଗମ୍ | ଆହା | |
୨୦୨୦–୨୦୨୧ | ଅମୃତମ ଧ୍ୱିତୀୟମ୍ | ସର୍ବେଶ୍ୱରନ୍ "ସର୍ବମ୍" | ଜୀ୫ | ଲେଖକ [୫] [୬] |
୨୦୨୧ | ଲୋଲ ସଲାମ | ଜନ୍ଙ୍କ ବାପା | ||
ତରାଗତି ଗାଦି ଦାତି | କୃଷ୍ଣଙ୍କ ବାପା | ଆହା | ||
୨୦୨୧ - ଏବେଯାଏଁ | ମୁଥିଆମନ୍ତ ମଧୁ | ନରସିଂହ | ଜୀ ତେଲୁଗୁ |
ଆଧାର
[ସମ୍ପାଦନା]- ↑ https://manamnews.com/rajamoulis-wife-watches-amritam-serial/
- ↑ https://www.hmtvlive.com/movies/lb-sriram-replace-the-role-of-gundu-hanumantha-rao-in-amrutham-web-series-37447
- ↑ "Nandi TV Awards G.O and Results 2006". APSFTVTDC. Archived from the original on 2019-09-13. Retrieved 2020-07-23.
- ↑ "Welcome to Telugu Movie Amrutham Chandamama lo". amruthamthemovie.com. Archived from the original on 12 November 2014.
- ↑ "Lockdown special episodes of 'Amrutham Dhvitheeyam'". The Hindu (in Indian English). 2020-05-25. ISSN 0971-751X. Retrieved 2021-01-05.
- ↑ "A fun ride review. A fun ride Telugu Webseries review, story, rating". IndiaGlitz.com. Retrieved 2021-01-05.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାସୁ ଇନ୍ତୁରୀ