ବାଳସମନ୍ଦ ହ୍ରଦ

Coordinates: 26°19′52″N 73°01′12″E / 26.331°N 73.020°E / 26.331; 73.020
ଉଇକିପିଡ଼ିଆ‌ରୁ
ବାଳାସମନ୍ଦ ହ୍ରଦ
ଅବସ୍ଥାନRajasthan
ଦିଗବାରେଣି26°19′52″N 73°01′12″E / 26.331°N 73.020°E / 26.331; 73.020
Typereservoir
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ସର୍ବାଧିକ ଲମ୍ବ1 km

ବାଳସମନ୍ଦ ହ୍ରଦ[ସମ୍ପାଦନା]

ଭାରତୀୟ ରାଜ୍ୟ ରାଜସ୍ଥାନର ଜୋଧପୁରଠାରେ ଯୋଧପୁର - ମଣ୍ଡୋରେ ରାସ୍ତାରେ 5 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ଲୋକପ୍ରିୟ ପିକନିକସ୍ଥଳଓ ଦର୍ଶନୀୟ ସ୍ଥାନ । ଏହା 1159 ମସିହାରେ ତତ୍କାଳୀନ ଗୁର୍ଜରା -ପ୍ରତିହାରା ଶାସକମାନଙ୍କ ଦ୍ୱାରେ ନିର୍ମିତ ଏକ କୁତ୍ରିମ ହ୍ରଦ । ଏହାକୁ ଏକ ଜଳାଶୟ ଭାବରେ ମାନଡୋରେ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା । ଏହା ଲମ୍ବରେ 1 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହାର ଗଭୀରତା 15 ମିଟର ।  

ପରେ ଏହା ନିକଟରେ ବାଳାସମନ୍ଦ ହ୍ରଦ ରାଜମହଳ ନିର୍ମିତ ହେଇଥିଲା । ଏହାକୁ ରାଜାମାନେ ଗ୍ରୀଷ୍ମ କାଳୀନ ଆବାସ ହିସାବରେ ବ୍ୟବହାର କରୁଥିଲେ । ଏହାର ଚତୁର୍ପାର୍ଶ୍ୱରେ ଘାସ ବଗିଚା , ଆମ୍ବ , ଅମୃତ ଭଣ୍ଡା , ପିଜୁଳି ଇତ୍ୟାଦି ବୃକ୍ଷର ବଗିଛ ମଧ୍ୟ ରହିଛି । ଏଠାରେ ମୟୁର , ଶିଅଳ ଆଦି ପଶୁ ପକ୍ଷୀ ମଧ୍ୟ ରହିଥାନ୍ତି । 

ବଳାସମନ୍ଦ ମହଲ ହୋଟେଲ[ସମ୍ପାଦନା]

ଏଠାରେ ବର୍ତ୍ତମାନ ପୂର୍ବରୁ ଥିବା ମହଲକୁ ପୁନର୍ନିର୍ମାଣ ତଥା ଉନ୍ନତିକରଣ କରାଯାଇ ଏକ ଅରମଦାୟକ ହୋଟେଲ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି । ସମସ୍ତ ଆଧୁନିକ ସୁବିଧା ଥାଇ ଏହି ହୋଟେଲରେ ପର୍ଯ୍ୟଟକମାନେ ରହି ଏହି ସ୍ଥାନର ମନୋରମ ଓ ପ୍ରକୃତିକ ସୌନ୍ଦର୍ଜୀ ଉପଭୋଗ କରିବାକୁ ଆସନ୍ତି । [୧][୨]

ଭାରତରେ ହ୍ରଦ ମାନଙ୍କ ତାଲିକା [ସମ୍ପାଦନା]

  1. But today, after the successful completion of an ambitious restoration and modernization program, Bal Samand is the palace for all seasons; a world class Heritage Hotel with modern amenities.http://balsamandlakepalace.jodhanaheritage.com/
  2. https://www.tripadvisor.in/Attraction_Review-g297668-d311631-Reviews-Balsamand_Lake_and_Garden-Jodhpur_Rajasthan.html