ବାଳସମନ୍ଦ ହ୍ରଦ
ବାଳାସମନ୍ଦ ହ୍ରଦ | |
---|---|
ଅବସ୍ଥାନ | Rajasthan |
ଦିଗବାରେଣି | 26°19′52″N 73°01′12″E / 26.331°N 73.020°E |
Type | reservoir |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ସର୍ବାଧିକ ଲମ୍ବ | 1 km |
ବାଳସମନ୍ଦ ହ୍ରଦ
[ସମ୍ପାଦନା]ଭାରତୀୟ ରାଜ୍ୟ ରାଜସ୍ଥାନର ଜୋଧପୁରଠାରେ ଯୋଧପୁର - ମଣ୍ଡୋରେ ରାସ୍ତାରେ 5 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ଲୋକପ୍ରିୟ ପିକନିକସ୍ଥଳଓ ଦର୍ଶନୀୟ ସ୍ଥାନ । ଏହା 1159 ମସିହାରେ ତତ୍କାଳୀନ ଗୁର୍ଜରା -ପ୍ରତିହାରା ଶାସକମାନଙ୍କ ଦ୍ୱାରେ ନିର୍ମିତ ଏକ କୁତ୍ରିମ ହ୍ରଦ । ଏହାକୁ ଏକ ଜଳାଶୟ ଭାବରେ ମାନଡୋରେ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା । ଏହା ଲମ୍ବରେ 1 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଏହାର ଗଭୀରତା 15 ମିଟର ।
ପରେ ଏହା ନିକଟରେ ବାଳାସମନ୍ଦ ହ୍ରଦ ରାଜମହଳ ନିର୍ମିତ ହେଇଥିଲା । ଏହାକୁ ରାଜାମାନେ ଗ୍ରୀଷ୍ମ କାଳୀନ ଆବାସ ହିସାବରେ ବ୍ୟବହାର କରୁଥିଲେ । ଏହାର ଚତୁର୍ପାର୍ଶ୍ୱରେ ଘାସ ବଗିଚା , ଆମ୍ବ , ଅମୃତ ଭଣ୍ଡା , ପିଜୁଳି ଇତ୍ୟାଦି ବୃକ୍ଷର ବଗିଛ ମଧ୍ୟ ରହିଛି । ଏଠାରେ ମୟୁର , ଶିଅଳ ଆଦି ପଶୁ ପକ୍ଷୀ ମଧ୍ୟ ରହିଥାନ୍ତି ।
ବଳାସମନ୍ଦ ମହଲ ହୋଟେଲ
[ସମ୍ପାଦନା]ଏଠାରେ ବର୍ତ୍ତମାନ ପୂର୍ବରୁ ଥିବା ମହଲକୁ ପୁନର୍ନିର୍ମାଣ ତଥା ଉନ୍ନତିକରଣ କରାଯାଇ ଏକ ଅରମଦାୟକ ହୋଟେଲ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି । ସମସ୍ତ ଆଧୁନିକ ସୁବିଧା ଥାଇ ଏହି ହୋଟେଲରେ ପର୍ଯ୍ୟଟକମାନେ ରହି ଏହି ସ୍ଥାନର ମନୋରମ ଓ ପ୍ରକୃତିକ ସୌନ୍ଦର୍ଜୀ ଉପଭୋଗ କରିବାକୁ ଆସନ୍ତି । [୧][୨]
ଭାରତରେ ହ୍ରଦ ମାନଙ୍କ ତାଲିକା
[ସମ୍ପାଦନା]This article related to a location in Rajasthan is a stub. You can help Wikipedia by expanding it. |
- ↑ But today, after the successful completion of an ambitious restoration and modernization program, Bal Samand is the palace for all seasons; a world class Heritage Hotel with modern amenities.http://balsamandlakepalace.jodhanaheritage.com/
- ↑ https://www.tripadvisor.in/Attraction_Review-g297668-d311631-Reviews-Balsamand_Lake_and_Garden-Jodhpur_Rajasthan.html