ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ

ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଏକ୍ସପ୍ରେସ ଟ୍ରେନ । ଏହା ଭାରତୀୟ ରେଳବାଇଦ୍ୱାରା ପ୍ରଚଳିତ ବିବେକ ଏକ୍ସପ୍ରେସ ଟ୍ରେନ ସିରିଜର ଏକ ଟ୍ରେନ ଓ ଏହା ମୁମ୍ବାଇ ନିକଟସ୍ଥ ବାନ୍ଦ୍ରା ଟର୍ମିନସଠାରୁ ଜମ୍ମୁ ତୱି ପର୍ଯ୍ୟନ୍ତ ସାପ୍ତାହିକି ଭାବରେ ଚାଲିଥାଏ । 


କୋଚ ସମୂହ [ସମ୍ପାଦନା]

ଏଥିରେ ୧ଟି ୨ ତାୟର ଏସି , ୩ଟି ଏସି ୩ ତାୟର, ୮ଟି ସ୍ଳିପର , ୬ଟି ସାଧାରଣ ବଗି ରହିଥାଏ । ଦରକାର ମୁତାବିକ ଏହି ସଂଯୋଗର ପରିବର୍ତ୍ତନ ହେଇଥାଏ । 

Service[ସମ୍ପାଦନା]

ଏହି ଟ୍ରେନ ସମୁଦାୟ 1886 କିଲୋମିଟର ଯାତ୍ରାପଥକୁ ଗଲା ବେଳେ 37 ଘଣ୍ଟା 10 ମିନିଟ ଓ ଫେରନ୍ତା ଯାତ୍ରାରେ 36 ଘଣ୍ଟା 55 ମିନିଟରେ ଅତିକ୍ରମ କରେ । 

ଟ୍ରେନର ହାରାହାରି ବେଗ 55 କିଲୋମିଟରରୁ କମ ଓ ଏହା ସୁପରଫାଷ୍ଟ ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେ । 

19027 Vivek Express - AC 3 tier coach
Electronic coach display board of 19027 Vivek Express

ଯାତ୍ରାପଥ [ସମ୍ପାଦନା]

ଯାତ୍ରାପଥରେ ହି ଟ୍ରେନ ଭଡାଡୋରା , ଅହମଦାବାଦ , ଆବୁ ରୋଡ , ଜୋଧପୁର , ହିସାର , ଲୁଧିଆନା ,ଦେଇ ଯାଇଥାଏ ।  

ସମୟ ସାରଣୀ [ସମ୍ପାଦନା]

ଏହି ଟ୍ରେନ ବାନ୍ଦରାଠାରୁ ପ୍ରତ୍ୟେକ  ଶନିବାର ଦିନ 12.05 ଟାରେ ବାନ୍ଦରା ଟର୍ମିନସରୁ ଛାଡି ତୃତୀୟ ଦିନ 10.15 ଟାରେ ଜମ୍ମୁ ତୱିଠାରେ ପହଞ୍ଚେ । 

ଏହି ଟ୍ରେନ ଜମ୍ମୁ ତୱିଠାରୁ ପ୍ରତ୍ୟେକ ଶନିବାର ସୋମବାର ଦିନ 09.30 ଟାରେ    ଛାଡି ପର ଦିନ ବାନ୍ଦରା ଟର୍ମିନସଠାରେ 22.25  ରେ  ଠାରେ ପହଞ୍ଚେ ।  

ବାହାର ଲିଙ୍କ [ସମ୍ପାଦନା]

  • "IRCTC Online Passenger Reservation System". irctc.co.in. Retrieved 2014-05-30.
  • "[IRFCA] Welcome to IRFCA.org, the home of IRFCA on the internet". irfca.org. Retrieved 2014-05-30.

ଆଧାର [ସମ୍ପାଦନା]