ବସନ୍ତ ମହାନ୍ତି
ଦେଖଣା
| ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | ବସନ୍ତ ମହାନ୍ତି | ||||||||||||||||||||||||||||||||||||||||||||||||||||
| ଜନ୍ମ | ୨୪ ନଭେମ୍ବର ୧୯୮୬ କଟକ, ଓଡ଼ିଶା, ଭାରତ | ||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ଡାହାଣହାତୀ | ||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | ଡାହାଣହାତୀ ମଧ୍ୟମ ଗତି ବୋଲର | ||||||||||||||||||||||||||||||||||||||||||||||||||||
| ଭୂମିକା | ବୋଲର | ||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
| Years | Team | ||||||||||||||||||||||||||||||||||||||||||||||||||||
| 2007/08–present | ଓଡ଼ିଶା | ||||||||||||||||||||||||||||||||||||||||||||||||||||
| Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 4 January 2013 | |||||||||||||||||||||||||||||||||||||||||||||||||||||
ବସନ୍ତ ମହାନ୍ତି(୨୪ ନଭେମ୍ବର ୧୯୮୬) ଜଣେ ଭାରତୀୟ କ୍ରିକେଟ ଖେଳାଳି ଯିଏ ଓଡ଼ିଶା ପାଇଁ ରଣଜୀ ଖେଳନ୍ତି [୧]। ସେ ଜଣେ ଡାହାଣହାତୀ ମଧ୍ୟମ ଗତି ବୋଲର । ଦୁଲିପ ଟ୍ରଫିରେ ପୂର୍ବ ଜୋନରୁ ପ୍ରତିନିଧିତ୍ୱ କରନ୍ତି । ପ୍ରଥମ ଓପିଏଲ ସଂସ୍କରଣରେ ସେ ୱେଷ୍ଟର୍ନ ସମୁରାଇ ରାଉରକେଲା ତରଫରୁ ଓ ଦ୍ୱିତୀୟ ସଂସ୍କରଣରେ ସୁବର୍ନରେଖା ଦଳ ତରଫରୁ ଖେଳିଥିଲେ[୨] । ନିଜର ଉତ୍ତମ ପ୍ରଦର୍ଶନ ବଳରେ ସେ ଭାରତ A ପାଇଁ ଖେଳି ୨ଟି ୱିକେଟ ଅକ୍ତିଆର କରିଥିଲେ ।