Jump to content

ବର୍ଷାରାଣୀ ବିଷୟା

ଉଇକିପିଡ଼ିଆ‌ରୁ
ବର୍ଷାରାଣୀ ବିଷୟା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟ ଗୁରୁ
  • ଲୋକନୃତ୍ୟ ପ୍ରଦର୍ଶଙ୍କାରୀ
ବୈବାହିକ-ସାଥୀ
ଭାସ୍କର ବୋରାଃ
(m. ୨୦୨୧)
[]
ପିତାମାତା
  • ଅଶୋକ କୁମାର ବୈଶ୍ୟ (father)
  • ହାପି ମୋନି ବୈଶ୍ୟ (mother)
ସମ୍ପର୍କୀୟଅଙ୍କୁର ବୈଶ୍ୟ (ଭାଇ)

ବର୍ଷାରାଣୀ ବିଷୟା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଅହମିୟା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ବିଧାତା, ତୁମି ଆହିବାନେ, ରତ୍ନାକର ଭଳି ଜଣାଶୁଣା ତଥା ପ୍ରସଂଶିତ କଥାଚିତ୍ରରେ ସେ କାମ କରିଛନ୍ତି । ସେ ଆସାମର କିଛି ଭ୍ରାମ୍ୟମାନ ଥିଏଟର ସଂସ୍ଥାରେ କାମ କରିଛନ୍ତି । ଅଭିନୟ ବ୍ୟତୀତ, ସେ ଜଣେ ବିହୁ ନର୍ତ୍ତକୀ । ସେ କିଛି ଟେଲି ଫିଲ୍ମ, ଧାରାବାହିକ ଓ ୱେବ୍ ସିରିଜ୍‌ରେ କାମ କରିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

In 1998, Bishaya made her debut in Ashok Kumar Bishaya's 'Joubone Aamoni Kore'.[] Along with the films she has also appeared in various mobile theatres of Assam. In 2009, she acted in Hiren Baruah's 'Basundhara' where she had done a very challenging role and won the 57th National Film Awards for Best Feature Film in Assamese.[] In 2017, She acted in Prerana Barbarooah's Tumi Aahibaane which did well in the box office. In 2019, she acted in Ratnakar which also did well in the box office.

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୮ ଯୌବନେ ଆମି କୋରେ[]
୧୯୯୯ ବୁକୁର ମଜୋତ ଜୋଲେ
୨୦୦୦ ଜନ ଜ୍ୱଲେ କପାଲତ
୨୦୦୧ ଆଇ ଲଭ୍ ୟୁ
୨୦୦୨ ମିଠା ମିଠା ଲଗନତ
ମାଘତ ମାମନିର ବିୟେ
୨୦୦୩ ଅର୍ପନ
ଜୁମନ ସୁମନ
ଉଜୋନିର ଦୁଜୋନିର ଗଭରୁ
ବିଧାତା
୨୦୦୪ କୁଆଶା
୨୦୦୫ ଜୁନବାଇ
ହିୟାର ଦପୁନତ ତୁମାରେ ସୋବି
ସେନାଇ ମୁର ଧୁଲିଆ
୨୦୦୯ ଧୁନିଆ ତିରୁତାବୁର
୨୦୧୦ ବସୁନ୍ଧରା[]
୨୦୧୧ ତୁମର ଖବର
୨୦୧୧ ପୋଲେୟ ପୋଲେୟ ଉରେୟ ମନ
୨୦୧୨ ମି ଆଣ୍ଡ୍ ମାଇଁ ସିଷ୍ଟର୍
୨୦୧୩ ଅବିରାତୋ ଧାରା
୨୦୧୪ ଜୋନାକି ଅଲ୍ଲୀ
୨୦୧୫ ନିୟୋର ପାଇ ମୁକୋଲି ହୋଲ୍
ଖେଲ୍ - ଦି ଗେମ୍
୨୦୧୭ ତୁମି ଆହିବାନେ
୨୦୧୮ ରକ୍ତବୀଜ
୨୦୧୯ ରତ୍ନାକର
୨୦୨୨ ରାଜନୀତି - ଭାଗ ୧
ଗୁୱାହାତି ଡାଏରୀଜ୍

କ୍ଷୁଦ୍ର ଚଳଚ୍ଚିତ୍ର/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍/କ୍ଷୁଦ୍ର ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୨୦ ଟେଲ୍ ମି ଇଟ୍‌ସ୍ ଗ୍ରେ ବର୍ଷା
୨୦୨୧ ଫିସା (ୱେବ୍ ସିରିଜ୍) ଜାହ୍ନବୀ
ସରି ବର୍ଷା
୨୦୨୨ ରଂ ନମ୍ବର

ପୁରସ୍କାର ଓ ନାମାଙ୍କନ

[ସମ୍ପାଦନା]
ବର୍ଷ ପୁରସ୍କାର କଥାଚିତ୍ର ବର୍ଗ ଫଳାଫଳ ଆଧାର
୨୦୧୩ ପ୍ରାଗ ସିନେ ଆୱାର୍ଡ଼ ମି ଆଣ୍ଡ୍ ମାଇଁ ସିଷ୍ଟର୍ ବେଷ୍ଟ୍ ଆକ୍ଟର୍ ଫିମେଲ୍ ବିଜୟୀ
୨୦୧୬ ଖେଲ୍-ଦି ଗେମ୍ ମନୋନୀତ
୨୦୨୧ ରତ୍ନାକର ବିଜୟୀ []
  1. "Guwahati Diary: Popular Assamese actress Barsha Rani Bishaya ties the knot". Retrieved 2 March 2021.
  2. ୨.୦ ୨.୧ "57th National Film Awards" (PDF). Directorate of Film Festivals. pp. 112–113. Archived (PDF) from the original on 3 March 2016. Retrieved 16 January 2013.
  3. "Guwahati Diary: Popular Assamese actress Barsha Rani Bishaya ties the knot". The New Indian Express. Retrieved 31 December 2022.
  4. "Barsha Rani Bishaya Age, Biography, Success & Lifestyle 2023". Hello Blog (in ଆମେରିକୀୟ ଇଂରାଜୀ). 2023-07-29. Archived from the original on 2023-07-29. Retrieved 2023-07-31.
  5. "Basundhara - the Earth movie". Archived from the original on 11 June 2013. Retrieved 12 January 2014.
  6. Prag Cine Awards 2021: Top awards to top movies of Northeast (in ଇଂରାଜୀ), retrieved 1 March 2021

ବାହାର ଲିଙ୍କ୍

[ସମ୍ପାଦନା]