ବର୍ଷାରାଣୀ ବିଷୟା
ବର୍ଷାରାଣୀ ବିଷୟା | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ବୈବାହିକ-ସାଥୀ |
ଭାସ୍କର ବୋରାଃ (m. ୨୦୨୧) |
| ପିତାମାତା |
|
| ସମ୍ପର୍କୀୟ | ଅଙ୍କୁର ବୈଶ୍ୟ (ଭାଇ) |
ବର୍ଷାରାଣୀ ବିଷୟା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଅହମିୟା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ବିଧାତା, ତୁମି ଆହିବାନେ, ରତ୍ନାକର ଭଳି ଜଣାଶୁଣା ତଥା ପ୍ରସଂଶିତ କଥାଚିତ୍ରରେ ସେ କାମ କରିଛନ୍ତି । ସେ ଆସାମର କିଛି ଭ୍ରାମ୍ୟମାନ ଥିଏଟର ସଂସ୍ଥାରେ କାମ କରିଛନ୍ତି । ଅଭିନୟ ବ୍ୟତୀତ, ସେ ଜଣେ ବିହୁ ନର୍ତ୍ତକୀ । ସେ କିଛି ଟେଲି ଫିଲ୍ମ, ଧାରାବାହିକ ଓ ୱେବ୍ ସିରିଜ୍ରେ କାମ କରିଛନ୍ତି ।[୨]
ଅଭିନୟ ଜୀବନ
[ସମ୍ପାଦନା]In 1998, Bishaya made her debut in Ashok Kumar Bishaya's 'Joubone Aamoni Kore'.[୩] Along with the films she has also appeared in various mobile theatres of Assam. In 2009, she acted in Hiren Baruah's 'Basundhara' where she had done a very challenging role and won the 57th National Film Awards for Best Feature Film in Assamese.[୨] In 2017, She acted in Prerana Barbarooah's Tumi Aahibaane which did well in the box office. In 2019, she acted in Ratnakar which also did well in the box office.
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୮ | ଯୌବନେ ଆମି କୋରେ[୪] | ||
| ୧୯୯୯ | ବୁକୁର ମଜୋତ ଜୋଲେ | ||
| ୨୦୦୦ | ଜନ ଜ୍ୱଲେ କପାଲତ | ||
| ୨୦୦୧ | ଆଇ ଲଭ୍ ୟୁ | ||
| ୨୦୦୨ | ମିଠା ମିଠା ଲଗନତ | ||
| ମାଘତ ମାମନିର ବିୟେ | |||
| ୨୦୦୩ | ଅର୍ପନ | ||
| ଜୁମନ ସୁମନ | |||
| ଉଜୋନିର ଦୁଜୋନିର ଗଭରୁ | |||
| ବିଧାତା | |||
| ୨୦୦୪ | କୁଆଶା | ||
| ୨୦୦୫ | ଜୁନବାଇ | ||
| ହିୟାର ଦପୁନତ ତୁମାରେ ସୋବି | |||
| ସେନାଇ ମୁର ଧୁଲିଆ | |||
| ୨୦୦୯ | ଧୁନିଆ ତିରୁତାବୁର | ||
| ୨୦୧୦ | ବସୁନ୍ଧରା[୫] | ||
| ୨୦୧୧ | ତୁମର ଖବର | ||
| ୨୦୧୧ | ପୋଲେୟ ପୋଲେୟ ଉରେୟ ମନ | ||
| ୨୦୧୨ | ମି ଆଣ୍ଡ୍ ମାଇଁ ସିଷ୍ଟର୍ | ||
| ୨୦୧୩ | ଅବିରାତୋ ଧାରା | ||
| ୨୦୧୪ | ଜୋନାକି ଅଲ୍ଲୀ | ||
| ୨୦୧୫ | ନିୟୋର ପାଇ ମୁକୋଲି ହୋଲ୍ | ||
| ଖେଲ୍ - ଦି ଗେମ୍ | |||
| ୨୦୧୭ | ତୁମି ଆହିବାନେ | ||
| ୨୦୧୮ | ରକ୍ତବୀଜ | ||
| ୨୦୧୯ | ରତ୍ନାକର | ||
| ୨୦୨୨ | ରାଜନୀତି - ଭାଗ ୧ | ||
| ଗୁୱାହାତି ଡାଏରୀଜ୍ |
କ୍ଷୁଦ୍ର ଚଳଚ୍ଚିତ୍ର/ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍/କ୍ଷୁଦ୍ର ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୨୦ | ଟେଲ୍ ମି ଇଟ୍ସ୍ ଗ୍ରେ | ବର୍ଷା | |
| ୨୦୨୧ | ଫିସା (ୱେବ୍ ସିରିଜ୍) | ଜାହ୍ନବୀ | |
| ସରି | ବର୍ଷା | ||
| ୨୦୨୨ | ରଂ ନମ୍ବର |
ପୁରସ୍କାର ଓ ନାମାଙ୍କନ
[ସମ୍ପାଦନା]| ବର୍ଷ | ପୁରସ୍କାର | କଥାଚିତ୍ର | ବର୍ଗ | ଫଳାଫଳ | ଆଧାର |
|---|---|---|---|---|---|
| ୨୦୧୩ | ପ୍ରାଗ ସିନେ ଆୱାର୍ଡ଼ | ମି ଆଣ୍ଡ୍ ମାଇଁ ସିଷ୍ଟର୍ | ବେଷ୍ଟ୍ ଆକ୍ଟର୍ ଫିମେଲ୍ | ବିଜୟୀ | |
| ୨୦୧୬ | ଖେଲ୍-ଦି ଗେମ୍ | ମନୋନୀତ | |||
| ୨୦୨୧ | ରତ୍ନାକର | ବିଜୟୀ | [୬] |
ଆଧାର
[ସମ୍ପାଦନା]- ↑ "Guwahati Diary: Popular Assamese actress Barsha Rani Bishaya ties the knot". Retrieved 2 March 2021.
- ↑ ୨.୦ ୨.୧ "57th National Film Awards" (PDF). Directorate of Film Festivals. pp. 112–113. Archived (PDF) from the original on 3 March 2016. Retrieved 16 January 2013.
- ↑ "Guwahati Diary: Popular Assamese actress Barsha Rani Bishaya ties the knot". The New Indian Express. Retrieved 31 December 2022.
- ↑ "Barsha Rani Bishaya Age, Biography, Success & Lifestyle 2023". Hello Blog (in ଆମେରିକୀୟ ଇଂରାଜୀ). 2023-07-29. Archived from the original on 2023-07-29. Retrieved 2023-07-31.
- ↑ "Basundhara - the Earth movie". Archived from the original on 11 June 2013. Retrieved 12 January 2014.
- ↑ Prag Cine Awards 2021: Top awards to top movies of Northeast (in ଇଂରାଜୀ), retrieved 1 March 2021
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷାରାଣୀ ବିଷୟା