ବରୁଣ ଆହୁଜା
ଦେଖଣା
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବରୁଣ ଆହୁଜା | |
|---|---|
| ଜନ୍ମ | ଦିଲ୍ଲୀ, ଭାରତ |
| ଶୈଳୀ |
|
| ପେଷା |
|
| ଅନ୍ୟ ଅଂଶଗ୍ରହଣ |
|
| ୱେବସାଇଟ | varunahuja |
ବରୁଣ ଆହୁଜା ଜଣେ ଭାରତୀୟ ସଙ୍ଗୀତକାର, ଗାୟକ-ଗୀତିକାର ଏବଂ ଅନେକ ବାଦଯନ୍ତ୍ରର ବାଦକ । ସେ ସିଆନାଇଡ୍ ରକ୍ବ୍ୟାଣ୍ଡର ଜଣେ ସଦସ୍ୟ ଭାବରେ କାମ କରିବା ପରେ ୯୦ ଦଶକର ଜଣାଶୁଣା ଗାୟକ ଆର୍ଯ୍ୟନ୍ଙ୍କ ସହିତ କାମ କରିଥିଲେ । ସେ ଅନେକ ଜଣାଶୁଣା କଳାକାରଙ୍କ ସହଯୋଗୀ ଭାବରେ ୨୦୦୦ରୁ ଅଧିକ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି ।[୧]
୨୦୧୮ ମସିହାରେ ସେ ଲକି ଅଲ୍ଲୀଙ୍କ ସହିତ ଅଲବିଦା ଏବଂ ଶିବାନୀ କଶ୍ୟପଙ୍କ ସହିତ ବଚକେ ତୁ ଚଲନା ଗୀତ ନିର୍ମାଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ Deebashree Mohanty (13 July 2018). "Take 5 With Musician Varun Ahuja". The Times of India. Archived from the original on 3 November 2018. Retrieved 3 November 2018.
- ↑ Samarth Goyal (19 June 2018). "My experiments with music: Varun Ahuja's journey as a composer". Hindustan Times. Retrieved 3 November 2018.