ବରୀନ୍ଦର ସରନ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Barinder Balbir Singh Sran | |||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Barry[୧] | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 6 ft 3[୨] in (1.91 m) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Left-arm fast-medium | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 207) | 12 January 2016 v Australia | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 51 | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2011/12–present | Punjab | |||||||||||||||||||||||||||||||||||||||||||||||||||||||||||||||||
2015 | Rajasthan Royals (squad no. 51) | |||||||||||||||||||||||||||||||||||||||||||||||||||||||||||||||||
2016–present | Sunrisers Hyderabad (#51) | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 13 January 2016 |
ବରୀନ୍ଦର ବାଳବୀର ସିଂହ ସରନ (ଜନ୍ମ 10 ଡିସେମ୍ବର, 1992 ) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି। ସେ ଜଣେ ଦ୍ରୁତ ଗତି ବୋଲର । ସେ ପଞ୍ଜାବ ରାଜ୍ୟ ପାଇଁ ଘରେଇ କ୍ରିକେଟ ଖେଳିବା ସହ IPLରେ 2015 ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ ଦଳ ପାଇଙ୍ଖେଲୁଥିଲେ ।[୩][୪] ସେ ଭାରତ ପାଇଁ ପ୍ରଥମ ଏକଦିବସୀୟ ଅନ୍ତର୍ଜାତିକ ମେଚ 2016 ମସିହା ଜାନୁୟାରୀ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବା ସହ ଜିମ୍ବାବ୍ୱେ ବିରୁଦ୍ଧରେ ପ୍ରଥମ T20 ମେଚ ଖେଳିଥିଲେ । [୫] T20ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ମାତ୍ର 10 ରନ ଦେଇ 4ଟି ୱିକେଟ ନେଇଥିଲେ ଯାହା ଟି20 ମେଚରେ ଭାରତର ଶ୍ରେଷ୍ଠ ବୋଲିଂ ରହିଛି । [୬]
ଘରେଇ ଖେଳ ପ୍ରଦର୍ଶନ
[ସମ୍ପାଦନା]17 ବର୍ଷ ହେବା ଯାଏ ବରୀନ୍ଦର କ୍ରିକେଟ ନ ଖେଳି ବକସିଙ୍ଗ ଓ ଦୌଡାଳି ଭାବରେ ଖେଳ ଜଗତରେ ଥିଲେ । ସେ ସେଥିରେ ପୁରସ୍କାର ମଧ୍ୟ ପାଇଥିଲେ । ତେବେ 2011-12 ସିଜନରେ ସେ ପଞ୍ଜାବ ଦଳ ପାଇଁ ରଣଜୀ ଟ୍ରଫି ଓ T20 ଦଳରେ ଖେଳିବା ପରେ ଆହତ ଜନିତ କାରଣରୁ 2014 ମସିହା ଯାଏ ଖେଳରୁ ଦୂରରେ ରହିଥିଲେ । 2015 IPLରେ ସେ ରାଜସ୍ଥାନ ରୟାଲ .[୭]ପାଇଁ ଚୁକ୍ତିବଦ୍ଧ ହେଇ ମାତ୍ର ଗୋଟିଏ ମେଚ ଖେଳି ଥିଲେ [୮]
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]ମାତ୍ର 8ଟି ଲିଷ୍ଟ A ମେଚ ଖେଳିଥିବା ବରୀନ୍ଦର ଭାରତୀୟ ଏକଦିବାସୀୟ ଜାତୀୟ ଦଳରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳି ପର୍ଥଠାରେ ପ୍ରଥମ ମେଚରେ ଫିଞ୍ଚ , ବର୍ନର ଓ ସ୍ମିଥଙ୍କୁ ଆଉଟ କରି ଥିଲେ । .[୫] ତାହା ପରେ ସେ ଭାରତୀୟ ଦଳ ସହ ଜିମ୍ବାବ୍ୱେ ଗସ୍ତରେ ଯାଇଥିଲେ ।
ଅନ୍ତର୍ଜାତିକ ପୁରସ୍କାର
[ସମ୍ପାଦନା]T20 ଅନ୍ତର୍ଜାତିକ
[ସମ୍ପାଦନା]Player of the Series Awards
[ସମ୍ପାଦନା]# | Series | Series Performance | Result |
---|---|---|---|
1 | Zimbabwe vs India in Zimbabwe | 8-1-41-6 ; DNB. | India won the series 2-1.[୯] |
Man of the match awards
[ସମ୍ପାଦନା]No. | Opponent | Venue | Date | Match Performance | Result |
---|---|---|---|---|---|
1 | Zimbabwe | Harare Sports Club, Harare | 20 June 2016 | 4-0-10-4 ; DNB | India won by 10 wickets.[୧୦] |
ଆଧାର
[ସମ୍ପାଦନା]- ↑ "Kohli, Dhawan hit fine form in warm-up win". Wisden India. Retrieved 12 January 2016.
- ↑ Farrell, Melinda. "The day of the debutants". Perth: ESPNcricinfo. Retrieved 12 January 2016.
- ↑ "Rajasthan Royals Squad / Players". ESPNcricinfo. Retrieved 16 May 2015.
- ↑ "Barinder Sran". CricketArchive. Retrieved 20 December 2015.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୫.୦ ୫.୧ "India tour of Australia, 1st ODI: Australia v India at Perth, Jan 12, 2016". ESPNcricinfo. ESPN Sports Media. 12 January 2016. Retrieved 12 January 2016.
- ↑ "India tour of Zimbabwe, 2nd T20I: Zimbabwe v India at Harare, Jun 20, 2016". ESPN Cricinfo. Retrieved 20 June 2016.
- ↑ "Barinder Singh Sran". rajasthanroyals.com. Archived from the original on 4 March 2016. Retrieved 20 December 2015.
- ↑ "Barinder Singh Sran". rajasthanroyals.com. Archived from the original on 4 March 2016. Retrieved 20 December 2015.
- ↑ "Zimbabwe vs India T20I Series, 2016". ESPNcricinfo. 22 June 2012. Retrieved 22 June 2016.
- ↑ "India in Zimbabwe T20I Series - 2nd T20I Scorecard".
ବାହାର ଲିଙ୍କ
[ସମ୍ପାଦନା]- ବରୀନ୍ଦର ସରନ ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo
- Player profile: ବରୀନ୍ଦର ସରନ from CricketArchive