ବଦନାମ ଗଳି

ଉଇକିପିଡ଼ିଆ‌ରୁ
ବଦନାମ ଗଳି
ନିର୍ଦ୍ଦେଶକଅଶ୍ୱିନୀ ଶେଟ୍ଟି
କଳାକାର
ଚିତ୍ରଗ୍ରହଣବିଷ୍ଣୁ ରାଓ
ବିତରକଜୀ୫
ମୁକ୍ତିଲାଭ ତାରିଖ
୧୦ ମଇ ୨୦୧୯
କଥାଚିତ୍ରର ସମୟ
୧୨୦ ମନିଟ୍
ଦେଶଭାରତ
ଭାଷାହିନ୍ଦୀ

ବଦନାମ ଗଳି ବା ବଦନାମ ଗଲି ୨୦୧୯ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର, ଯାହାକି ୧୦ ମଇ ୨୦୧୯ରେ ଜୀ୫ରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରଟିର କାହାଣୀ ଜଣେ ସରୋଗେଟ୍ ମଦର୍ ଉପରେ ଆଧାରିତ ।[୨][୩] କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପତ୍ରଲେଖା ପଲ୍ ଏବଂ ଦିବ୍ୟେନ୍ଦୁ ଶର୍ମା[୪][୫][୬] ୨୦୧୯ ମସିହାର ମଦର୍ସ ଡେ'ରେ ଏହା ମୁକ୍ତିଲାଭ କରିଥିଲା ।[୭][୮][୯]

ଅଭିନୟ[ସମ୍ପାଦନା]

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ମୁକ୍ତିଲାଭ କରିବା ପରେ ଏହାକୁ ସମୀକ୍ଷକମାନେ ଏହାକୁ ପସନ୍ଦ କରିଥିଲେ । ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଇଶିତା ସେନଗୁପ୍ତା ଏହାକୁ ସରୋଗେସି ଉପରେ ଏକ ମଜାଦାର କଥାଚିତ୍ର ବୋଲି ମନ୍ତବ୍ୟ ଦେଇଥିଲେ ।[୧୦] ହାଇ ଅନ୍ ଫିଲ୍ମସ୍‌ର ନଫିସ୍ ଅହମ୍ମଦ ତାଙ୍କ ସମୀକ୍ଷାରେ ଲେଖିଥିଲେ, "ବଦନାମ ଗଳି ଏହାର କାହାଣୀ ଓ ମୌଳିକତା ପାଇଁ ଭଲ ନିଶ୍ଚିତ କିନ୍ତୁ ଦୁଃର୍ଭାଗ୍ୟବଶତଃ ଏହାର ଲେଖକମାନେ ଏହାକୁ ଭଲ ଭାବରେ ଉପସ୍ଥାପନ କରିପାରିନାହାନ୍ତି ।"[୧୧]

ଆଧାର[ସମ୍ପାଦନା]

  1. "Badnaam Gali Review: Patralekhaa Delivers In This Enjoyable Romp, Divyenndu Hits Heights". Archived from the original on 2019-06-08. Retrieved 2023-07-01.
  2. "Divyenndu Sharma joins web film Badnaam Gali".
  3. "'Badnaam Gali' means well, but flounders and falls".
  4. "Patralekhaa to play surrogate mother in Zee 5 web feature Badnaam Gali; film will release on 10 May". 28 April 2019.
  5. "E-Buzz: Patralekha And Divyendu's Badnaam Gali".
  6. "Mirzapur Actor Divyenndu is playing righteous person in Badnaam Gali". May 2019.
  7. "ZEE5 premiering two web films on Mother's Day — Badnaam Gali and D.A.T.E".
  8. "Patralekhaa, Divyendhu come together for Badnaam Gali, a digital film on surrogate mothers". 10 May 2019.
  9. "Patralekhaa: Badnaam Gali deals with important issues in a humorous way". 10 May 2019.
  10. "Badnaam Gali review: A fun take on surrogacy that sheds light on societal prejudices". 14 May 2019.
  11. "Badnaam Gali review: Don't visit this gali". 20 May 2019.

ବାହାର ଲିଙ୍କ୍[ସମ୍ପାଦନା]