ଫ୍ଲୋରୋମେଥୋଲୋନ

ଉଇକିପିଡ଼ିଆ‌ରୁ
ଫ୍ଲୋରୋମେଥୋଲୋନ
Clinical data
Trade namesEfflumidex, Flucon, FML Forte, others
SynonymsFluorometholone acetate
AHFS/Drugs.commonograph
MedlinePlusa682660
Pregnancy
category
  • C
Identifiers
  • (1R,2S,8S,10S,11S,14R,15S,17S)-14-acetyl-1-fluoro-14,17-dihydroxy-2,8,15-trimethyltetracyclo[8.7.0.02,7.011,15]heptadeca-3,6-dien-5-one
ECHA InfoCard100.006.402 Edit this at Wikidata
Chemical and physical data
FormulaC22H29FO4
Molar mass୩୭୬.୪୭ g·mol−1
3D model (JSmol)
  • O=C(C)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)[C@@H](C)C[C@H]4[C@@H]2CC3)C)C
  • InChI=1S/C22H29FO4/c1-12-9-17-15-6-8-21(27,13(2)24)20(15,4)11-18(26)22(17,23)19(3)7-5-14(25)10-16(12)19/h5,7,10,12,15,17-18,26-27H,6,8-9,11H2,1-4H3/t12-,15-,17-,18-,19-,20-,21-,22-/m0/s1 checkY
  • Key:FAOZLTXFLGPHNG-KNAQIMQKSA-N checkY
  (verify)

ଫ୍ଲୋରୋମେଥୋଲୋନ (ଇଂରାଜୀ ଭାଷାରେ Fluorometholone), ଇଫ୍ଲୁମାଇଡେକ୍ସ ଏକ ବେପାର ନାମ, ହେଉଛି ଏକ ଷ୍ଟେରଏଡ ଯାହା ଆଲର୍ଜି କଞ୍ଜକ୍ଟିଭାଇଟିସ ଏବଂ ସାମନା ପାଖର ୟୁଭିଆଇଟିସ ଭଳି ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚକ୍ଷୁର ଚାପ ବୃଦ୍ଧି, ଝାପସା ଦୃଷ୍ଟି, ଆଖିରେ ଜ୍ୱାଳା ଓ ସ୍ୱାଦର ପରିବର୍ତ୍ତନ ହୋଇପାରେ ।[୧] ପରଳ ଓ ଚକ୍ଷୁ ସଂକ୍ରମଣ ମଧ୍ୟ ହୋଇପାରେ ।[୩] ଏହା ଏକ ଗ୍ଲୁକୋକର୍ଟିକଏଡ ସ୍ଟିରଏଡ ।[୪] ଏହା ଦୁଇ ପ୍ରକାରରେ ଉପଲବ୍‌ଧ ହୁଏ ଯଥା ଫ୍ଲୋରୋମେଥୋଲୋନ ଓ ଫ୍ଲୋରୋମେଥୋଲୋନ ଆସେଟେଟ ।

ଫ୍ଲୋରୋମେଥୋଲୋନ ୧୯୫୯ ମସିହାରେ ପ୍ୟାଟେଣ୍ଟ ହୋଇଥିଲା [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୧୦ ମିଲି ଦ୍ରବଣ ପିଛା ୨୦୨୧ ସୁଦ୍ଧା ପ୍ରାୟ ୩ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୨ ଡଲାର ଅଟେ । [୫]

ଆଧା[ସମ୍ପାଦନା]

  1. ୧.୦ ୧.୧ "Fluorometholone Monograph for Professionals". Drugs.com (in ଇଂରାଜୀ). Archived from the original on 31 July 2020. Retrieved 14 December 2021.
  2. "FML Ophthalmic Ointment (fluorometholone) dose, indications, adverse effects, interactions... from PDR.net". www.pdr.net (in ଇଂରାଜୀ). Archived from the original on 28 September 2018. Retrieved 14 December 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1208. ISBN 978-0857114105.
  4. ୪.୦ ୪.୧ Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 566–. ISBN 978-1-4757-2085-3. Archived from the original on 1 August 2020. Retrieved 3 October 2021.
  5. ୫.୦ ୫.୧ "Fluorometholone Prices, Coupons & Savings Tips - GoodRx". GoodRx. Retrieved 14 December 2021.