ଫ୍ଲୋରୋମେଥୋଲୋନ
ଦେଖଣା
Clinical data | |
---|---|
Trade names | Efflumidex, Flucon, FML Forte, others |
Synonyms | Fluorometholone acetate |
AHFS/Drugs.com | monograph |
MedlinePlus | a682660 |
Pregnancy category |
|
Identifiers | |
| |
ECHA InfoCard | 100.006.402 |
Chemical and physical data | |
Formula | C22H29FO4 |
Molar mass | ୩୭୬.୪୭ g·mol−1 |
3D model (JSmol) | |
| |
| |
(verify) |
ଫ୍ଲୋରୋମେଥୋଲୋନ (ଇଂରାଜୀ ଭାଷାରେ Fluorometholone), ଇଫ୍ଲୁମାଇଡେକ୍ସ ଏକ ବେପାର ନାମ, ହେଉଛି ଏକ ଷ୍ଟେରଏଡ ଯାହା ଆଲର୍ଜି କଞ୍ଜକ୍ଟିଭାଇଟିସ ଏବଂ ସାମନା ପାଖର ୟୁଭିଆଇଟିସ ଭଳି ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚକ୍ଷୁର ଚାପ ବୃଦ୍ଧି, ଝାପସା ଦୃଷ୍ଟି, ଆଖିରେ ଜ୍ୱାଳା ଓ ସ୍ୱାଦର ପରିବର୍ତ୍ତନ ହୋଇପାରେ ।[୧] ପରଳ ଓ ଚକ୍ଷୁ ସଂକ୍ରମଣ ମଧ୍ୟ ହୋଇପାରେ ।[୩] ଏହା ଏକ ଗ୍ଲୁକୋକର୍ଟିକଏଡ ସ୍ଟିରଏଡ ।[୪] ଏହା ଦୁଇ ପ୍ରକାରରେ ଉପଲବ୍ଧ ହୁଏ ଯଥା ଫ୍ଲୋରୋମେଥୋଲୋନ ଓ ଫ୍ଲୋରୋମେଥୋଲୋନ ଆସେଟେଟ ।
ଫ୍ଲୋରୋମେଥୋଲୋନ ୧୯୫୯ ମସିହାରେ ପ୍ୟାଟେଣ୍ଟ ହୋଇଥିଲା [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୧୦ ମିଲି ଦ୍ରବଣ ପିଛା ୨୦୨୧ ସୁଦ୍ଧା ପ୍ରାୟ ୩ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୨ ଡଲାର ଅଟେ । [୫]
ଆଧା
[ସମ୍ପାଦନା]- ↑ ୧.୦ ୧.୧ "Fluorometholone Monograph for Professionals". Drugs.com (in ଇଂରାଜୀ). Archived from the original on 31 July 2020. Retrieved 14 December 2021.
- ↑ "FML Ophthalmic Ointment (fluorometholone) dose, indications, adverse effects, interactions... from PDR.net". www.pdr.net (in ଇଂରାଜୀ). Archived from the original on 28 September 2018. Retrieved 14 December 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1208. ISBN 978-0857114105.
- ↑ ୪.୦ ୪.୧ Elks J (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 566–. ISBN 978-1-4757-2085-3. Archived from the original on 1 August 2020. Retrieved 3 October 2021.
- ↑ ୫.୦ ୫.୧ "Fluorometholone Prices, Coupons & Savings Tips - GoodRx". GoodRx. Retrieved 14 December 2021.