Jump to content

ଫେଲୋଡିପାଇନ

ଉଇକିପିଡ଼ିଆ‌ରୁ
ଫେଲୋଡିପାଇନ
Clinical data
Trade namesPlendil
AHFS/Drugs.commonograph
MedlinePlusa692016
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability15%
    MetabolismLiver
    Onset of action2.5–5 hours
    Elimination half-life25 hours[]
    ExcretionKidney
    Identifiers
    • (RS)-3-ethyl 5-methyl 4-(2,3-dichlorophenyl)-2,6-dimethyl-1,4-dihydropyridine-3,5-dicarboxylate
    ECHA InfoCard100.149.305 Edit this at Wikidata
    Chemical and physical data
    FormulaC18H19Cl2NO4
    Molar mass୩୮୪.୨୫ g·mol−1
    3D model (JSmol)
    • O=C(OCC)\C1=C(\N/C(=C(/C(=O)OC)C1c2cccc(Cl)c2Cl)C)C
    • InChI=1S/C18H19Cl2NO4/c1-5-25-18(23)14-10(3)21-9(2)13(17(22)24-4)15(14)11-7-6-8-12(19)16(11)20/h6-8,15,21H,5H2,1-4H3 checkY
    • Key:RZTAMFZIAATZDJ-UHFFFAOYSA-N checkY
      (verify)

    ଫେଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ଲେଣ୍ଡିଲ ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ହୃତ୍‌ପିଣ୍ଡ ସମ୍ପର୍କୀୟ ଯନ୍ତ୍ରଣା ଆଞ୍ଜାଇନାର ଚିକିତ୍ସା ବ୍ୟବ‌ହୃତ ହୁଏ ।[] [] ଏହି ରୋଗମାନଙ୍କ ନିମନ୍ତେ ଅନେକ ପ୍ରଥମ ଧାଡ଼ିର ଔଷଧ ମଧ୍ୟରୁ ଏହା ଗୋଟିଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା ଏବଂ ଲାଲିମା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସିଙ୍କୋପ୍ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହୃତ ହେଲେ ନକାରାତ୍ମକ ପ୍ରଭାବ ବିଷୟରେ ଚିନ୍ତା କରାଯାଏ | [] ଏହା ଡାଇହାଇଡ୍ରୋପାଇରିଡାଇନ ପ୍ରକାରର ଏକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର | []

    ଫେଲୋଡିପାଇନ ୧୯୭୮ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଦୈନିକ ୫ ମିଗ୍ରା ହିସାବରେ ୨୦୨୧ରେ ୪ ସପ୍ତାହରେ ୪ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ ।[] ଏହା ରାମିପ୍ରିଲ ସହିତ ମିଳିତ ଭାବରେ ଉପଲବ୍ଧ ।[]

    1. "Felopidine UK label". UK Electronic Medicines Compendium. 15 September 2015. Archived from the original on 16 August 2019. Retrieved 9 March 2021.
    2. 1 2 3 4 5 6 "Felodipine Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2020. Retrieved 10 December 2021.
    3. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 174. ISBN 978-0857114105.
    4. "Felodipine (Plendil) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 10 December 2021.
    5. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 465. ISBN 9783527607495. Archived from the original on 27 August 2021. Retrieved 9 March 2021.
    6. "Felodipine ER Prices, Coupons & Savings Tips - GoodRx". GoodRx. Retrieved 10 December 2021.