Jump to content

ଫେନୋଲଡୋପାମ

ଉଇକିପିଡ଼ିଆ‌ରୁ
ଫେନୋଲଡୋପାମ
Clinical data
Trade namesCorlopam
SynonymsFenoldopam mesylate
AHFS/Drugs.commonograph
Pregnancy
category
  • US: B (No risk in non-human studies)
    Routes of
    administration
    IV
    Legal status
    Legal status
    Pharmacokinetic data
    MetabolismLiver (CYP not involved)
    Onset of actionWithin 10 min[]
    Elimination half-life5 minutes
    Duration of actionAn hour[]
    ExcretionKidney (90%) and fecal (10%)
    Identifiers
    • (RS)-6-chloro-1-(4-hydroxyphenyl)-2,3,4,5-tetrahydro-1H-3-benzazepine-7,8-diol
    Chemical and physical data
    FormulaC16H16ClNO3
    Molar mass୩୦୫.୭୬ g·mol−1
    3D model (JSmol)
    • Clc1c3c(cc(O)c1O)C(c2ccc(O)cc2)CNCC3
    • InChI=1S/C16H16ClNO3/c17-15-11-5-6-18-8-13(9-1-3-10(19)4-2-9)12(11)7-14(20)16(15)21/h1-4,7,13,18-21H,5-6,8H2 checkY
    • Key:TVURRHSHRRELCG-UHFFFAOYSA-N checkY
      (verify)

    ଫେନୋଲଡୋପାମ, କରଲୋପାମ ବିକ୍ରୟ ନାମ, ହେଉଛି, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଉଚ୍ଚ ରକ୍ତଚାପ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ କ୍ରମାଗତ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଔଷଧର ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁହଁ ଲାଲ ଦେଖାଯିବା,ଅଇ, ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ଅଧିକ ହୃଦ୍‌ଗତି ବା ପାଲପିଟେସନ୍, କମ୍ ରକ୍ତ ପୋଟାସିଅମ୍ ଏବଂ ଆଖିର ଚାପ ବୃଦ୍ଧି ହୋଇପାରେ ।[] ଗର୍ଭାବସ୍ଥାରେ ବିପଦ ବିଷୟ ଅସ୍ପଷ୍ଟ ଅଛି ।[] ଏହା ଏକ ଡୋପାମାଇନ ଡି୧ ରିସେପ୍ଟର ଆଗୋନିଷ୍ଟ ଯାହା ଦେଲେ ରକ୍ତ ନଳୀ ସ୍ଫିତ ହୋଇଯାଏ ।[] [] ଏହା ଏକ ବେଞ୍ଜାଜେପାଇନ ବ୍ୟୁତ୍ପନ୍ନ ପଦାର୍ଥ ।[]

    ୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫେନୋଲଡୋପାମ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ୧୦ମିଗ୍ରା ପାଇଁ ପ୍ରାୟ ୪୦୦ ଡଲାର ଖର୍ଚ୍ଚ ହେଉଥିଲା ।[]

    1. 1 2 3 4 Szymanski, Michael W.; Richards, John R. (2021), "Fenoldopam", StatPearls, Treasure Island (FL): StatPearls Publishing, PMID 30252314, archived from the original on 2020-08-12, retrieved 2021-05-02
    2. 1 2 3 4 5 6 7 8 "Fenoldopam Monograph for Professionals". Drugs.com (in ଇଂରାଜୀ). Archived from the original on 12 May 2021. Retrieved 10 December 2021.
    3. "Fenoldopam (Corlopam) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 10 December 2021.
    4. "Drug Information Portal - U.S. National Library of Medicine - Quick Access to Quality Drug Information". druginfo.nlm.nih.gov. Archived from the original on 28 April 2021. Retrieved 10 December 2021.
    5. "Corlopam Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.