ଫିଙ୍ଗୋଲିମୋଡ

ଉଇକିପିଡ଼ିଆ‌ରୁ
ଫିଙ୍ଗୋଲିମୋଡ
Clinical data
Trade namesGilenya
AHFS/Drugs.commonograph
MedlinePlusa611006
data
Pregnancy
category
  • AU: D
Routes of
administration
By mouth (capsules)
Legal status
Legal status
Identifiers
  • 2-Amino-2-[2-(4-octylphenyl)ethyl]propane-1,3-diol
Chemical and physical data
FormulaC19H33NO2
Molar mass୩୦୭.୪୮ g·mol−1
3D model (JSmol)
  • CCCCCCCCC1=CC=C(C=C1)CCC(CO)(CO)N
  • InChI=1S/C19H33NO2/c1-2-3-4-5-6-7-8-17-9-11-18(12-10-17)13-14-19(20,15-21)16-22/h9-12,21-22H,2-8,13-16,20H2,1H3 checkY
  • Key:KKGQTZUTZRNORY-UHFFFAOYSA-N checkY
  (verify)

ଫିଙ୍ଗୋଲିମୋଡ, ଏକ ବେପାର ନାମ ଗିଲେନିଆ, ହେଉଛି ଏକ ଔଷଧ, ଯାହା ଅଧିକାଂଶ ସମୟରେ ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏକାଧିକ ସ୍କ୍ଲେରୋସିସ୍ (MS)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଦେଢ଼ ବା ଦୁଇ ବର୍ଷର ଅବଧି ମଧ୍ୟରେ ଏହା ରିଲାପସିଙ୍ଗ-ରେମିଟିଙ୍ଗ ଏମଏସକୁ ହ୍ରାସ କରି ପୂର୍ବାବସ୍ଥା ପ୍ରାପ୍ତିକୁ କମେଇଦିଏ ।[୨] ଏହା କ୍ରନିକ୍ ଇନଫ୍ଲାମେଟୋରୀ ଡିମାୟେଲିନେଟିଙ୍ଗ ପଲିନେରୋପାଥି ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୧] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଯକୃତ ସମସ୍ୟା, ତରଳ ଅଇ, ବାନ୍ତି, କାଶ ଏବଂ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଭି ବ୍ଲକ୍, ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା, ଚର୍ମ କର୍କଟ, ଫୁସଫୁସ ସମସ୍ୟା, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଏବଂ ପରବର୍ତ୍ତୀ ଓଲଟ ଏନସେଫାଲୋପାଥି ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୧] ଏହା ଏକ ସ୍ପିଙ୍ଗୋସିନ-1-ଫସଫେଟ୍ ରିସେପ୍ଟର ମଡ୍ୟୁଲେଟର, ଯାହା 'ଟି' କୋଷଗୁଡ଼ିକୁ ଲିମ୍ଫ ନୋଡ଼ରୁ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ପର୍ଯ୍ୟନ୍ତ ଯିବାକୁ ବାରଣ କରିଥାଏ | [୪]

୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ପାଇଁ ଫିଙ୍ଗୋଲିମୋଡ ଅନୁମୋଦିତ ହୋଇଥିଲା। [୧][୪] । ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ମସିହାର ୧୪୭୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୮,୩୦୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାର ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Fingolimod Monograph for Professionals". Drugs.com (in ଇଂରାଜୀ). Archived from the original on 16 June 2018. Retrieved 10 December 2021.
  2. Sanford M (August 2014). "Fingolimod: a review of its use in relapsing-remitting multiple sclerosis". Drugs. 74 (12): 1411–33. doi:10.1007/s40265-014-0264-y. PMID 25063048.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 901. ISBN 978-0857114105.
  4. ୪.୦ ୪.୧ "Gilenya". Archived from the original on 29 September 2021. Retrieved 10 December 2021.
  5. "Gilenya Prices, Coupons & Savings Tips - GoodRx". GoodRx. Archived from the original on 17 May 2020. Retrieved 10 December 2021.
  6. Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.