ଫିଙ୍ଗୋଲିମୋଡ
Clinical data | |
---|---|
Trade names | Gilenya |
AHFS/Drugs.com | monograph |
MedlinePlus | a611006 |
data |
|
Pregnancy category |
|
Routes of administration | By mouth (capsules) |
Legal status | |
Legal status | |
Identifiers | |
| |
Chemical and physical data | |
Formula | C19H33NO2 |
Molar mass | ୩୦୭.୪୮ g·mol−1 |
3D model (JSmol) | |
| |
| |
(verify) |
ଫିଙ୍ଗୋଲିମୋଡ, ଏକ ବେପାର ନାମ ଗିଲେନିଆ, ହେଉଛି ଏକ ଔଷଧ, ଯାହା ଅଧିକାଂଶ ସମୟରେ ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏକାଧିକ ସ୍କ୍ଲେରୋସିସ୍ (MS)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଦେଢ଼ ବା ଦୁଇ ବର୍ଷର ଅବଧି ମଧ୍ୟରେ ଏହା ରିଲାପସିଙ୍ଗ-ରେମିଟିଙ୍ଗ ଏମଏସକୁ ହ୍ରାସ କରି ପୂର୍ବାବସ୍ଥା ପ୍ରାପ୍ତିକୁ କମେଇଦିଏ ।[୨] ଏହା କ୍ରନିକ୍ ଇନଫ୍ଲାମେଟୋରୀ ଡିମାୟେଲିନେଟିଙ୍ଗ ପଲିନେରୋପାଥି ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୧] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଯକୃତ ସମସ୍ୟା, ତରଳ ଅଇ, ବାନ୍ତି, କାଶ ଏବଂ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଭି ବ୍ଲକ୍, ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା, ଚର୍ମ କର୍କଟ, ଫୁସଫୁସ ସମସ୍ୟା, ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଏବଂ ପରବର୍ତ୍ତୀ ଓଲଟ ଏନସେଫାଲୋପାଥି ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୧] ଏହା ଏକ ସ୍ପିଙ୍ଗୋସିନ-1-ଫସଫେଟ୍ ରିସେପ୍ଟର ମଡ୍ୟୁଲେଟର, ଯାହା 'ଟି' କୋଷଗୁଡ଼ିକୁ ଲିମ୍ଫ ନୋଡ଼ରୁ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ପର୍ଯ୍ୟନ୍ତ ଯିବାକୁ ବାରଣ କରିଥାଏ | [୪]
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫିଙ୍ଗୋଲିମୋଡ ଅନୁମୋଦିତ ହୋଇଥିଲା। [୧][୪] । ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ମସିହାର ୧୪୭୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୮,୩୦୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାର ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Fingolimod Monograph for Professionals". Drugs.com (in ଇଂରାଜୀ). Archived from the original on 16 June 2018. Retrieved 10 December 2021.
- ↑ Sanford M (August 2014). "Fingolimod: a review of its use in relapsing-remitting multiple sclerosis". Drugs. 74 (12): 1411–33. doi:10.1007/s40265-014-0264-y. PMID 25063048.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 901. ISBN 978-0857114105.
- ↑ ୪.୦ ୪.୧ "Gilenya". Archived from the original on 29 September 2021. Retrieved 10 December 2021.
- ↑ "Gilenya Prices, Coupons & Savings Tips - GoodRx". GoodRx. Archived from the original on 17 May 2020. Retrieved 10 December 2021.
- ↑ Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.