ଫାଇଲିନ
ଦେଖଣା
| ଅତି ଭୟଙ୍କର ଘୁର୍ଣ୍ଣିବାତ୍ୟା (IMD ସ୍କେଲ) | |
|---|---|
| Category 5 (Saffir–Simpson scale) | |
Phailin near peak intensity on October 11 | |
| ସୃଷ୍ଟି | ୦୪ ଅକ୍ଟୋବର ୨୦୧୩ |
| ଦୂରେଇଗଲା | ବର୍ତ୍ତମାନ ସକ୍ରିୟ |
| ଉଚ୍ଚ ପବନ | ୩-ମିନିଟ ଯାଏ ରହିବା: 215 km/h (130 mph) ୧-ମିନିଟ ଯାଏ ରହିବା: 260 km/h (160 mph) |
| ଲଘୁ ଚାପ | 940 mbar (hPa); 27.76 inHg |
| ପ୍ରଭାବିତ ଅଞ୍ଚଳ | ଥାଇଲାଣ୍ଡ, ମିଆମାର, [ଆଣ୍ଡାମନ ଓ ନିକୋବାର]], ଓଡ଼ିଶା, ଆନ୍ଧ୍ର ପ୍ରଦେଶ |
| Part of the 2013 Pacific typhoon and the North Indian Ocean cyclone seasons | |
ଫାଇଲିନ ବଙ୍ଗୋପସାଗରରେ ସୃଷ୍ଟ ଏକ ମହାବାତ୍ୟା ଯାହା ୨୦୧୩ ମସିହା ଅକ୍ଟୋବର ୧୧ ତାରିଖ ରାତି ୯ଟା ବେଳେ ଓଡ଼ିଶାର ଗୋପାଳପୁର ପାଖରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ତୀବ୍ରତା ଓ ଶକ୍ତି ଅନୁସାରେ ଏହା ୧୯୯୯ ଓଡ଼ିଶା ମହାବାତ୍ୟା ସଙ୍ଗେ ତୁଳନୀୟ ଅଟେ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ହାରାହାରି ୨୦୦ କି.ମି. ଥିଲା।
ଆଧାର
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Cyclone Phailin
ବାବଦରେ ମାଧ୍ୟମ ରହିଛି ।
- India Meteorological Department
- Joint Typhoon Warning Center Archived 2015-08-09 at the Wayback Machine.