ପ୍ଲେରିକ୍ସାଫର

ଉଇକିପିଡ଼ିଆ‌ରୁ
ପ୍ଲେରିକ୍ସାଫର
Clinical data
Trade namesMozobil
SynonymsJM 3100, AMD3100
AHFS/Drugs.commonograph
MedlinePlusa609018
data
Pregnancy
category
  • AU: D
  • US: D (Evidence of risk)
Routes of
administration
Subcutaneous injection
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Protein bindingUp to 58%
MetabolismNone
Elimination half-life3–5 hours
ExcretionKidney
Identifiers
  • 1,1’-(1,4-phenylenebismethylene)bis(1,4,8,11- tetraazacyclotetradecane)
Chemical and physical data
FormulaC28H54N8
Molar mass୫୦୨.୮0 g·mol−1
3D model (JSmol)
  • N1CCNCCCN(CCNCCC1)Cc2ccc(cc2)CN3CCCNCCNCCCNCC3
  • InChI=1S/C28H54N8/c1-9-29-15-17-31-13-3-21-35(23-19-33-11-1)25-27-5-7-28(8-6-27)26-36-22-4-14-32-18-16-30-10-2-12-34-20-24-36/h5-8,29-34H,1-4,9-26H2 checkY
  • Key:YIQPUIGJQJDJOS-UHFFFAOYSA-N checkY
  (verify)

ପ୍ଲେରିକ୍ସାଫର (ଇଂରାଜୀ ଭାଷାରେ Plerixafor), ମୋଜୋବିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅସ୍ଥି ମଜ୍ଜାରୁ ଷ୍ଟେମ୍ ଜୀବକୋଷ ମୁକ୍ତ କରି ରକ୍ତରେ ମିଶେଇବା ପାଇଁ ବ୍ୟବହୃତ ହୁଏ ଯାହା ପରବର୍ତ୍ତୀ ସମୟରେ ଅନ୍ୟତ୍ର ଦାନ କରିବା ପାଇଁ ସଂଗ୍ରହ କରାଯାଏ । [୧] ଏହା ଏକ ଗ୍ରାନୁଲୋସାଇଟ୍-କଲୋନୀ ଉତ୍ତେଜନା କାରକ (G-CSF) ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପ୍ଲାଟେଲେଟ, ପ୍ଲୀହା ଛିଦ୍ର ଏବଂ ରକ୍ତରେ ଲିଉକେମିଆ କୋଷଗୁଡିକ ମୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ସିଏକ୍ସସିଆର୪ (CXCR4) କେମୋକାଇନ ରିସେପ୍ଟରର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପ୍ଲେରିକ୍ସାଫର ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ୨୪ ମିଗ୍ରାର ଏକ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୪୯୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୯୩୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Mozobil". Archived from the original on 23 July 2021. Retrieved 28 October 2021.
  2. "Mozobil". Archived from the original on 23 July 2021. Retrieved 28 October 2021.
  3. ୩.୦ ୩.୧ ୩.୨ "Plerixafor Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2016. Retrieved 28 October 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1079. ISBN 978-0857114105.
  5. "Mozobil Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 28 October 2021.