ପ୍ରୀତି ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ପ୍ରୀତି ପାଣିଗ୍ରାହୀ
ଜାତୀୟତା ଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିଗାର୍ଲସ ଉଇଲ ବି ଗାର୍ଲସ

ପ୍ରୀତି ପାଣିଗ୍ରାହୀ ଜଣେ ଭାରତୀୟ ଅଭିନେତ୍ରୀ ।[୧] ଚଳଚ୍ଚିତ୍ର ଗାର୍ଲସ ଉଇଲ ବି ଗାର୍ଲସ ପାଇଁ 'ସଣ୍ଡେନ୍ସ ଫିଲ୍ମ ଉତ୍ସବ ୨୦୨୪'ରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର ପାଇଥିଲେ ।

ଜୀବନୀ[ସମ୍ପାଦନା]

ପିଲାଦିନୁ ପ୍ରୀତି ଜଣେ ଭଲ ଛାତ୍ରୀ ଥିଲେ । ପାଠପଢ଼ା ସହିତ ଅଭିନୟ, ନୃତ୍ୟ, ଗୀତ, ଫଟୋଗ୍ରାଫି ଆଦି ବିଭାଗରେ ତାଙ୍କର ପିଲାଦିନୁ ରୁଚି ରହିଥିଲା । ୨୦୧୫ ମସିହାରେ ସେ ଜାତୀୟ ବାଳଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ଇବତିଦାଅସ୍ମିତା ଆଦି ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହୋଇଥିଲେ । ୨୦୨୨ ମସିହାରେ ହିନ୍ଦୁ ମହାବିଦ୍ୟାଳୟରୁ ପାସ କରିବା ପରେ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅନୁଷ୍ଠାନରୁ ସିନେମା ଓ ଆନିମେସନ ବିଭାଗରେ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ ।[୨]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

  • ଗାର୍ଲସ ଉଇଲି ବି ଗାର୍ଲସ
  • ଜଗ ପୂରଣ
  • ନାଇଟ୍ କୁଇନ୍

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର - ୨୦୨୪(ସଣ୍ଡେନ୍ସ ଫିଲ୍ମ ଉତ୍ସବ, ଗାର୍ଲସ ଉଇଲ ବି ଗାର୍ଲସ ପାଇଁ )[୩]
  • ଜାତୀୟ ବାଳଶ୍ରୀ ପୁରସ୍କାର - ୨୦୧୫[୪]

ଆଧାର[ସମ୍ପାଦନା]

  1. Das, Santanu (26 January 2024). "Girls Will Be Girls review: Richa Chadha, Ali Fazal's maiden production portraits a complex mother-daughter relationship". Hindustan Times. Retrieved 17 February 2024.
  2. "Actor Preeti Panigrahi shines at 2024 Sundance Film Festival". Global Indian Youth. 2 February 2024. Retrieved 17 February 2024.
  3. Dasgupta, Priyanka (2 February 2024). "SRFTI Student Wins Special Jury Award at Sundance Film Festival". The Times of India. Retrieved 17 February 2024.
  4. Ganesan, Ranjita (26 January 2024). "Why Indo-French movie 'Girls Will Be Girls' was shot by a mostly female crew". The Hindu. Retrieved 17 February 2024.

ଅଧିକ ତଥ୍ୟ[ସମ୍ପାଦନା]