ପ୍ରିନସେପ ଘାଟ , କଲିକତା
ଦେଖଣା
ପ୍ରିନସେପ ଘାଟ , କଲିକତା | |
---|---|
General information | |
Location | Kolkata, West Bengal |
ଦେଶ | India |
Coordinates | 22°33′24.41″N 88°19′53.76″E / 22.5567806°N 88.3316000°E |
ପ୍ରିନସେପ ଘାଟ (Bengali: প্রিন্সেপ ঘাট ) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ହୁଗୁଳି ନଦୀରେ ଥିବା ଏକ ବହୁ ପ୍ରାଚୀନ ଘାଟ । ଏହା 1843ରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ହେଇଥିଲା । ଏହାର ନକସା ଫିଟଜେରାଲ୍ଡ ନାମକ ଜଣେ ବ୍ରିଟିଶଙ୍କଦ୍ୱାରା ହେଇଥିଲା ଓ ଏହି ଘାଟ ଆଙ୍ଗ୍ଲୋ - ଇଣ୍ଡିଆନ ବିଦ୍ୱାନ ଓ ପ୍ରତ୍ନତତ୍ତ୍ୱବିଦ ଜେମ୍ସ ପ୍ରିନସେପଙ୍କ ସ୍ମାରକୀ ଭାବରେ ନିର୍ମିତ ହେଇଥିଲା ।
ୱାଟର ଗେଟ ଓ ସେଣ୍ଟ ଜର୍ଜ ଗେଟର ମଝିରେ ଥିବା ଏହି ଘାଟରେ ଗ୍ରୀକ ଓ ଗୋଥିକ ପ୍ରସ୍ତର ଖୋଦେଇ କାମ ହୋଇଛି । 2001 ମସିହାରୁ ରାଜ୍ୟ ସରକାରଙ୍କ ଜନ ନିର୍ମାଣ ବିଭାଗ ତରଫ ଏହାର ରକ୍ଷଣା ବେକ୍ଷଣ ରାଯାଉଛି [୧] ବ୍ରିଟିଶ ସମୟରେ ଏହି ଘାଟର ଜେଟୀକୁ ବ୍ରିଟିଶମାନେ ବୋଟ ଚଳାଚଳପିନ ବ୍ୟବହାର କରୁଥିଲେ । .[୨][୩][୪]
Gallery
[ସମ୍ପାଦନା]-
British Man of War alongside Prinsep Ghat ca 1853
-
Prinsep memorial overlooked by Vidyasagar Setu
-
Prinsep Ghat Railway Station
-
Princep Ghat in the evening
-
Evening views of Prinsep Ghat
-
Evening views of Prinsep Ghat
-
A view of Prinsep Ghat, Kolkata, in the 1900s.
References
[ସମ୍ପାଦନା]- ↑ "Hooghly River around Kolkata".
- ↑ "Ghats in Kolkata - Kolkata Ghats - Information about Kolkata Ghats - Kolkata" Archived 2012-04-23 at the Wayback Machine..
- ↑ "Princep Ghat Kolkata".
- ↑ "Princep Ghat – Kolkata" Archived 2012-07-21 at the Wayback Machine..