ପ୍ରିନସେପ ଘାଟ , କଲିକତା

Coordinates: 22°33′24.41″N 88°19′53.76″E / 22.5567806°N 88.3316000°E / 22.5567806; 88.3316000
ଉଇକିପିଡ଼ିଆ‌ରୁ
ପ୍ରିନସେପ ଘାଟ , କଲିକତା
General information
LocationKolkata, West Bengal
ଦେଶIndia
Coordinates22°33′24.41″N 88°19′53.76″E / 22.5567806°N 88.3316000°E / 22.5567806; 88.3316000

ପ୍ରିନସେପ ଘାଟ (Bengali: প্রিন্সেপ ঘাট ) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ହୁଗୁଳି ନଦୀରେ ଥିବା ଏକ ବହୁ ପ୍ରାଚୀନ ଘାଟ । ଏହା 1843ରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ହେଇଥିଲା । ଏହାର ନକସା ଫିଟଜେରାଲ୍ଡ ନାମକ ଜଣେ ବ୍ରିଟିଶଙ୍କଦ୍ୱାରା ହେଇଥିଲା ଓ ଏହି ଘାଟ ଆଙ୍ଗ୍ଲୋ - ଇଣ୍ଡିଆନ ବିଦ୍ୱାନ ଓ ପ୍ରତ୍ନତତ୍ତ୍ୱବିଦ ଜେମ୍ସ ପ୍ରିନସେପଙ୍କ ସ୍ମାରକୀ ଭାବରେ ନିର୍ମିତ ହେଇଥିଲା । 

 ୱାଟର ଗେଟ ଓ ସେଣ୍ଟ ଜର୍ଜ ଗେଟର ମଝିରେ ଥିବା ଏହି ଘାଟରେ ଗ୍ରୀକ ଓ ଗୋଥିକ ପ୍ରସ୍ତର ଖୋଦେଇ କାମ ହୋଇଛି । 2001 ମସିହାରୁ ରାଜ୍ୟ ସରକାରଙ୍କ ଜନ ନିର୍ମାଣ ବିଭାଗ ତରଫ ଏହାର ରକ୍ଷଣା ବେକ୍ଷଣ ରାଯାଉଛି [୧] ବ୍ରିଟିଶ ସମୟରେ ଏହି ଘାଟର ଜେଟୀକୁ ବ୍ରିଟିଶମାନେ ବୋଟ ଚଳାଚଳପିନ ବ୍ୟବହାର କରୁଥିଲେ । .[୨][୩][୪]

View of the River Hooghly and Vidyasagar Setu from Prinsep ghat

Gallery[ସମ୍ପାଦନା]

References[ସମ୍ପାଦନା]