ପ୍ରାଣୀ ବିଜ୍ଞାନ

ଉଇକିପିଡ଼ିଆ‌ରୁ

ବିଜ୍ଞାନର ଯେଉଁ ବିଭାଗରେ ପ୍ରାଣୀ ଏବଂ ସେମାନଙ୍କ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ପ୍ରାଣୀବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ଲୋକଙ୍କୁ ପ୍ରାଣୀବି଼ଜ୍ଞାନୀ କୁହାଯାଏ ।

ଇଂରାଜିରେ ଏହି ବିଷୟକୁ Zoology କୁହାଯାଏ । ଏହା ଦୁଇଟି ଗ୍ରିକ୍ ଶବ୍ଦ ଜୋଇନ୍( zōion) ଓ ଲୋଗସ୍ ( logos)ରୁ ଆସିଛି,ଯାହାର ଅର୍ଥ ଯଥାକ୍ରମେ ପ୍ରାଣୀ ଓ ଅଧ୍ୟୟନ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

Wikiversity
Wikiversity
At Wikiversity you can learn more and teach others about ପ୍ରାଣୀ ବିଜ୍ଞାନ at: