ଉଇକିବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Wikiversityରୁ ଲେଉଟି ଆସିଛି)
ଉଇକିବିଦ୍ୟାଳୟ
Wikiversity logo.
Detail of the Wikiversity multilingual portal main page.
Screenshot of wikiversity.org home page
ୟୁ.ଆର.ଏଲwww.wikiversity.org
ସ୍ଳୋଗାନ"ମୁକ୍ତ ରୂପେ ଶିକ୍ଷା"
ବ୍ୟବସାୟିକନା
ସାଇଟର ପ୍ରକାରEducational, self study
ରେଜେଷ୍ଟ୍ରିକରଣଇଚ୍ଛାବୋଧକ
ମିଳୁଥିବା ଭାଷାବହୁଭାଷୀ
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେଉଇକିମିଡ଼ିଆ କମ୍ୟୁନିଟି
ଆରମ୍ଭ କରାଯାଇଥିଲାଅଗଷ୍ଟ 15, 2006; 17 years ago (2006-୦୮-15)
ଆଲେକ୍ସା କ୍ରମାଙ୍କpositive decrease 14,448 (July 2017)[୧]

ଉଇକିବିଦ୍ୟାଳୟ English: Wikiversity ଏକ ଉଇକି ପରିଯୋଜନା ଅଟେ,[୨][୩] ଯାହାର ସଞ୍ଚାଳନ ଉଇକିମିଡ଼ିଆ ସଂସ୍ଥାନ କରିଥାଏ । ଏହାର ଉଦ୍ଦେଶ୍ୟ ନିଶୁଳ୍କ ସଖିବାର ସାମଗ୍ରୀ ଏବଂ ଲୋକମାନଙ୍କୁ ସହଯୋଗ ଦେଇଥାଏ । ଏହା ଉଇକିପିଡ଼ିଆରୁ ବହୁତ ଅଲଗା ଏବଂ ଜଣା ଯାଇଥିବା ପାଠ୍ୟକ୍ରମ ଏବଂ ଅଭ୍ୟାସ ପରି ପ୍ରସ୍ତୁତ କରିଥାଏ ।

ଇତିହାସ[ସମ୍ପାଦନା]

ଉଇକିପିଡ଼ିଆ ବେଟା ଏବଂ ଇଂରାଜୀ ଭାଷାରେ ଉଇକିବିଦ୍ୟାଳୟର ଆରମ୍ଭ ଅଧିକାରୀକ ରୂପେ 15 ଅଗଷ୍ଟ 2006 ମସିହାରେ ହୋଇଥିଲା । କିନ୍ତୁ ଏହାର ବିଚାର ଉଇକିପୁସ୍ତକ ପରିଯୋଜନା ଭିତରେ ହୋଇଥିଲା , ସେତେବେଳେ ବହୁ ଲେଖାକୁ ହଟେଇବା ପାଇଁ ନାମଙ୍କିତ କରାଯାଇଥିଲା । ଯାହାପରେ ଏହାକୁ ଏକ ଅଲଗା ପରିୟୋଜନା ରୂପେ ବନେଇବାର ପ୍ରସ୍ତାବ ରଖାଗଲା ଏବଂ ଖୁବ ଶୀଘ୍ର ଏହା ଏକ ଉଇକିମିଡ଼ିଆର ପରିୟୋଜନା ରୂପେ ଆରମ୍ଭ ହୋଇଗଲା ।

ଏଥିପାଇଁ ଦୁଇଟି ପ୍ରସ୍ତାବ ତିଆରି ହୋଇଥିଲା, ଯେଉଁଥିରେ ପ୍ରଥମ 2005 ମସିହାରେ ହୋଇଥିଲା, ଯାହାକୁ ସ୍ୱୀକାର କରାଗଲା ନାହିଁ ଏବଂ ସେହି ପ୍ରସ୍ତାବର ବଦଳ ରୂପ 2006 ମସିହାରେ ସ୍ୱୀକୃତି କରିଦିଆ ଗଲା । ଏହି ପରିଯୋଜନକୁ ତିଆରି ହେବାର ଘୋଷଣା ଉଇକିମାନିଆ 2006ରେ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Wikiversity.org Site Info". Alexa Internet. Archived from the original on 2017-09-03. Retrieved 2017-07-07.
  2. Jimbo Wales (2006). "Welcome speech". Wikimania.
  3. Jimbo Wales (2006-08-04). "Wikimedia Opening Plenary". Supload.com. Retrieved 2014-01-17.