ପ୍ରାଚୀ ବଂଶଲ
ପ୍ରାଚୀ ବଂଶଲ | |
---|---|
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୭ – ଏବେଯାଏଁ |
ପ୍ରସିଦ୍ଧି | ଥପ୍କି ପ୍ୟାର୍ କି ୨ ଶ୍ରୀମଦ ରାମାୟଣ |
ପ୍ରାଚୀ ବଂଶଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଥପ୍କି ପ୍ୟାର୍ କି ୨ରେ ବାଣୀ ଅଗ୍ରୱାଲ ସିଂହାନିଆ ଏବଂ ଶ୍ରୀମଦ ରାମାୟଣ ଧାରାବାହିକରେ ସୀତା ଓ ଲକ୍ଷ୍ମୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[୧]
ଅଭିନୟ ଜୀବନ
[ସମ୍ପାଦନା]୨୦୧୭ ମସିହାରେ, ବଂଶଲ ବକୁଲା ବୁଆ କା ଭୂତ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।[୨] ସେହିବର୍ଷ, ସେ ହମେଁ ହକ୍ ଚାହିୟେ...ହକ୍ ସେ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅଙ୍କିତ ଭରଦ୍ୱାଜଙ୍କ ସହିତ ଏକ ରିପୋର୍ଟ ଭୂମିକାରେ ଅଭିନୟ କରିଥିଲେ ।[୩]
୨୦୨୨ ମସିହାରେ, ସେ ଥପ୍କି ପ୍ୟାର୍ କି ୨ ଧାରାବାହିକରେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ, ଯେଉଁଥିରେ ସେ ଆକାଶ ଆହୁଜାଙ୍କ ବିପକ୍ଷରେ ବାଣୀ "ଥପ୍କି" ଅଗ୍ରୱାଲ ସିଂହାନିଆ ଭୂମିକାରେ ଅଭିନୟ କରିଥିଲେ ।[୪] ୨୦୨୩ ମସିହାରେ, ସେ ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବରେ ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ ।[୫]
୨୦୨୪ ମସିହାର ଜାନୁଆରୀ ମାସରୁ ପ୍ରସାରିତ ହୋଇଥିବା ଧାରାବାହିକ ଶ୍ରୀମଦ ରାମାୟଣରେ ସୁଜୟ ରେଉଙ୍କ ବିପକ୍ଷରେ ସୀତା/ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି ଧାରାବାହିକ ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା ।[୭][୮]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୭ | ହମେଁ ହକ୍ ଚାହିୟେ...ହକ୍ ସେ | ରିପୋର୍ଟର୍ | [୩] | |
୨୦୨୪ | ଦି ଲଷ୍ଟ ଗାର୍ଲ | [୯] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୭ | ବକୁଲା ବୁଆ କା ଭୂତ | |||
୨୦୨୨ | ଥପ୍କି ପ୍ୟାର୍ କି ୨ | ବାଣୀ "ଥପ୍କି" ଅଗ୍ରୱାଲ ସିଂହାନିଆ | ||
୨୦୨୩–୨୦୨୪ | ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବ | ଗଙ୍ଗା | [୧୦] | |
୨୦୨୪–ଏବେଯାଏଁ | ଶ୍ରୀମଦ ରାମାୟଣ | ସୀତା/ଲକ୍ଷ୍ମୀ | [୧୧] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଗୀତ | ଗାୟକ(ମାନେ) | ଆଧାର |
---|---|---|---|
୨୦୨୨ | ବାଙ୍କେ ବିହାରୀ | ଦିବ୍ୟା କୁମାର | |
୨୦୨୩ | ରାହି |
ଆଧାର
[ସମ୍ପାଦନା]- ↑ "Prachi Bansal on portraying Sita in Shrimad Ramayan: I feel like I have manifested this role for myself". The Times of India. 2023-12-08. Retrieved 2024-01-20.
- ↑ "Bakula Bua Ka Bhoot review: The light-hearted comedy show is perfect to entertain you on weekends". India Today. 25 June 2017. Retrieved 29 August 2018.
- ↑ ୩.୦ ୩.୧ "Humein Haq Chahiye…Haq Se - Movie". Bollywood Hungama (in ଇଂରାଜୀ). 1 November 2017. Retrieved 20 December 2020.
- ↑ "Prachi Bansal on replacing Jigyasa Singh in Thapki Pyar Ki 2: I really don't understand if she left the show on her own, why am I being trolled?". The Times of India. 2022-03-23. Retrieved 28 February 2023.
- ↑ "Prachi Bansal to portray Goddess Ganga in 'Shiv Shakti'". Outlook India. 2023-08-29. Retrieved 25 September 2023.
- ↑ "Shrimad Ramayan Promo: Prachi Bansal introduced as Sita in the new Sony Entertainment Television show". Bollywood Hungama. 8 December 2023. Retrieved 16 December 2023.
- ↑ "Sujay Reu And Prachi Bansal To Play Ram And Sita In Siddharth Kumar Tewary's Shrimad Ramayan". Times of India. Retrieved 28 November 2023.
- ↑ "Shrimad Ramayan Review, Episodes 1 and 2: A cinematic visual spectacle on small screen". Pinkvilla (in ଇଂରାଜୀ). Retrieved 4 January 2024.[permanent dead link]
- ↑ "Photos: Actress Prachi Bansal, director Aditya Ranoliya and others were snapped at the trailer launch of The Lost Girl". Bollywood Hungama (in ଇଂରାଜୀ). Retrieved 14 March 2024.
- ↑ "Colors to recreate the story of Shiv – Shakti on small screen; will feature Ram Yashvardhan and Subha Rajput". Bollywood Hungama (in ଇଂରାଜୀ). 8 May 2023. Retrieved 29 November 2023.
- ↑ "Shrimad Ramayan team goes on a pilgrimage to Ayodhya ahead of shows launch". Times Now News (in ଇଂରାଜୀ). 28 December 2023. Retrieved 28 December 2023.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରାଚୀ ବଂଶଲ
- ଇନଷ୍ଟାଗ୍ରାମରେ ପ୍ରାଚୀ ବଂଶଲ