ପ୍ରସାଦ ଜୱାଦେ
ପ୍ରସାଦ ଜୱାଦେ | |
|---|---|
| ଜନ୍ମ | ୩୦ ନଭେମ୍ବର ୧୯୮୮ କଲ୍ୟାଣ, ମହାରାଷ୍ଟ୍ର |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୦୯ – ଏବେଯାଏଁ |
| ପ୍ରସିଦ୍ଧି | ଆସେ ହେ କନ୍ୟାଦା |
| ବୈବାହିକ-ସାଥୀ | |
ପ୍ରସାଦ ଜୱାଦେ (ଜନ୍ମ: ୩୦ ନଭେମ୍ବର ୧୯୮୮) ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ମରାଠୀ କଥାଚିତ୍ର ଏବଂ ଦୂରଦର୍ଶନ ଜଗତରେ କାମ କରନ୍ତି । କଲର୍ସ୍ ମରାଠୀରେ ପ୍ରସାରିତ ରିଆଲିଟି ଶୋ ବିଗ୍ ବସ୍ ମରାଠୀ ୪ରେ ସେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।[୧]
ଜନ୍ମ
[ସମ୍ପାଦନା]ପ୍ରସାଦ ଜୱାଦେ ୧୯୮୮ ମସିହାର ନଭେମ୍ବର ୩୦ ତାରିଖରେ ମହାରାଷ୍ଟ୍ରର କଲ୍ୟାଣଠାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଅଭିନୟ ଜଗତରେ କାମ କରିବା ପୂର୍ବରୁ ସେ ପୁଣେର ଏକ ଥିଏଟର ଗ୍ରୁପରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ, ସେ ଜୀ ମରାଠୀରେ ପ୍ରସାରିତ ମରାଠୀ ଧାରାବାହିକ ମାଜିଆ ପ୍ରିୟାଲା ପ୍ରୀତ କଲେନାରେ ଅଭିନୟ କରିଥିଲେ । ୨୦୧୧ ମସିହାରେ, ସେ ଜୀ ମରାଠୀରେ ପ୍ରସାରିତ ଅରୁନ୍ଧତୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରେ, ସେ ଷ୍ଟାର୍ ପ୍ରଭାରେ ଲକ୍ଷ୍ମୀ ଭର୍ସେସ୍ ସରସ୍ୱତୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
୨୦୧୫ ମସିହାରେ, ସେ ଆସେ ହେ କନ୍ୟାଦାନରେ ଅଭିନୟ କରିଥିଲେ ।[୨] ୨୦୧୯ ମସିହାରେ, ସେ ଏକ ମହାନାୟକ – ଡକ୍ଟର ବି.ଆର୍. ଆମ୍ବେଦକରରେ ବି. ଆର୍. ଆମ୍ବେଦକର ଭୂମିକାରେ ଅଭିନୟ କରିଥିଲେ ।[୩] ଅକ୍ଟୋବର ୨୦୨୨ରେ ସେ ବିଗ୍ ବସ୍ ମରାଠୀ ୪ରେ ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ଆଧାର |
|---|---|---|---|---|
| ୨୦୧୬ | ଗୁରୁ | ଅତିଥି କଳାକାର | ମରାଠୀ | |
| ମି. ଆଣ୍ଡ ମିସେସ୍ ସାଦାଚାରି | ଦତ୍ତୁ | |||
| ୨୦୧୯ | ଛିଛୋରେ | ହିନ୍ଦୀ | [୫] | |
| ୨୦୨୦ | ମାଲଙ୍ଗ | ଦେବେନ୍ ଯାଦବ | [୬] | |
| ୨୦୨୨ | ଏକ ଭିଲେନ୍ ରିଟର୍ଣ୍ଣସ୍ | ଆଶୁ ଭୋଇର | [୭] |
ଅଭିନୀତ ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚ୍ୟାନେଲ୍ | ଆଧାର |
|---|---|---|---|---|
| ୨୦୦୯ – ୨୦୧୦ | ମହାରାଷ୍ଟ୍ରଚା ସୁପରଷ୍ଟାର୍ | ପ୍ରତିଯୋଗୀ | ଜୀ ମରାଠୀ | |
| ୨୦୧୦ –୨୦୧୧ | ମାଜିଆ ପ୍ରିୟାଲା ପ୍ରୀତ କାଲେନା | ଜୟ ପ୍ରଭୁ | ||
| ୨୦୧୧ – ୨୦୧୨ | ଅରୁନ୍ଧତୀ | ଦିଗବିଜୟ | ||
| ୨୦୧୨ – ୨୦୧୩ | ଲକ୍ଷ୍ମୀ ଭର୍ସେସ୍ ସରସ୍ୱତୀ | ରଘୁରାମ ନାଖୱା | ଷ୍ଟାର୍ ପ୍ରଭା | [୮] |
| ୨୦୧୫ | ଆସେ ହେ କନ୍ୟାଦାନ | କାର୍ତ୍ତିକ | ଜୀ ମରାଠୀ | [୯] |
| ୨୦୧୬ – ୨୦୧୭ | କୁଲସ୍ୱାମିନୀ | ଅଭୟ | ଷ୍ଟାର୍ ପ୍ରଭା | |
| ୨୦୧୭ | ଆୱାଜ୍ - ପୁନ୍ୟଶ୍ଲୋକ ଅହିଲ୍ୟାବାଇ ହୋଳକର | ଅତିଥି କଳାକାର | କଲର୍ସ ମରାଠୀ | |
| ୨୦୧୯ – ୨୦୨୧ | ଏକ ମହାନାୟକ - ଡକ୍ଟର ବି.ଆର୍. ଆମ୍ବେଦକର | ବି.ଆର୍. ଆମ୍ବେଦକର | ଆଣ୍ଡ ଟିଭି | [୧୦] |
| ୨୦୨୧ | ମହାରାଷ୍ଟ୍ରଚି ହାସ୍ୟଯାତ୍ରା | ଅତିଥି ପ୍ରତିଯୋଗୀ | ସୋନି ମରାଠୀ | |
| ୨୦୨୨ – ୨୦୨୩ | ବିଗ୍ ବସ୍ ମରାଠୀ ୪ | ପ୍ରତିଯୋଗୀ | କଲର୍ସ ମରାଠୀ | [୧୧] |
| ୨୦୨୩-ଏବେଯାଏଁ | କାବ୍ୟାଞ୍ଜଳୀ - ସଖି ସବଲି | ପ୍ରୀତମ | [୧୨] |
ଆଧାର
[ସମ୍ପାଦନା]- ↑ "Bigg Boss Marathi 4: Apurva Nemlekar and Prasad Javade engage in a fight on day one after the former calls him 'useless' and 'arrogant' - Times of India". The Times of India. Retrieved 2022-10-06.
- ↑ "Ase He Kanyadan - One more family marriage drama on Zee Marathi". Marathi Stars. 2015-01-26. Retrieved 2022-10-06.
- ↑ "BR Ambedkar's Life to be Brought Alive in TV Series Ek Mahanayak". News18. Retrieved 2022-10-06.
- ↑ "Meet Bigg Boss Marathi 4 contestants: From Yashashri Masurkar, Kiran Mane to Tejaswini Lonari". The Indian Express. 2022-10-03. Retrieved 2022-10-06.
- ↑ "बॉलिवूडमध्ये झळकला हा मराठी स्टार". Maharashtra Times (in ମରାଠୀ). Retrieved 2022-10-06.
- ↑ "Did You Know That This Actor From Ek Mahanayak Dr. B. R. Ambedkar Was Part Of Malang? - Zee5 News". ZEE5. 2020-06-11. Retrieved 2022-10-06.
- ↑ "Prasad Jawade | undefined Movie News - Times of India". The Times of India. Retrieved 2022-10-06.
- ↑ "Reliance Big Productions' Lakshmi V/s Saraswathi is the most expensive show made in Marathi". Tellychakkar. Retrieved 2022-10-06.
- ↑ ""Every actor has a wish to become a director"- Prasad Jawade". Marathi Movie World. 2015-07-03. Retrieved 2022-10-06.
- ↑ "Prasad Jawade shares his views on doing justice to Dr B.R. Ambedkar's story". Tellychakkar. Retrieved 2022-10-06.
- ↑ "Bigg Boss Marathi 4: Apurva Nemlekar, Prasad Jawade Involved in Heated Argument". News18. Retrieved 2022-10-06.
- ↑ "Prasad Jawade to play Pritam's role in KavyaAnjali, says, "It's my return gift to fans who loved me since Bigg Boss Marathi"". The Times of India. ISSN 0971-8257. Retrieved 2023-06-01.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରସାଦ ଜୱାଦେ