Jump to content

ଅମୃତା ଦେଶମୁଖ

ଉଇକିପିଡ଼ିଆ‌ରୁ
ଅମୃତା ଦେଶମୁଖ
ଜନ୍ମ୩୧ ଜାନୁଆରୀ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧିଫ୍ରେସର୍‌ସ୍
ବିଗ୍ ବସ୍ ମରାଠୀ (ସିଜିନ୍ ୪)
ବୈବାହିକ-ସାଥୀ
(m. ୨୦୨୩)
ସମ୍ପର୍କୀୟଅଭିଶେସଖ ଦେଶମୁଖ (ଭାରତ)

ଅମୃତା ଦେଶମୁଖ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମରାଠୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ପ୍ରଭାରେ ପ୍ରସାରିତ ଧାରାବାହିକ ତୁମ୍‌ଚା ଆମ୍‌ଚା ସାମେ ଆସ୍ତା ଜରିଆରେ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଧାରାବାହିକ ଫ୍ରେସର୍ସରେ ତାଙ୍କ ଅଭିନୀତ ଭୂମିକା ପରି ପାଇଁ ସେ ଜଣାଶୁଣା । ସେ ବିଗ୍ ବସ୍ ମରାଠୀର ସିଜିନ୍ ୪ରେ ଭାଗ ନେଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ମହାରାଷ୍ଟ୍ରର ଜଳଗାଓଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭାଇ ଅଭିଶେକ ଦେଶମୁଖ ଜଣେ ମରାଠୀ ଅଭିନେତା ।[] ସେ ତାଙ୍କ ସାଥୀ ତଥା ବିଗ୍ ବସ୍ ମରାଠୀ ସିଜିନ୍ ୪ର ସାଥୀ ପ୍ରତିଯୋଗୀ ପ୍ରସାଦ ଜୱାଦେଙ୍କୁ ୧୮ ନଭେମ୍ବର ୨୦୨୩ରେ ବିବାହ କରିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ଧାରାବାହିକରେ ଅଭିନୟ କରିବା ପୂର୍ବରୁ, ସେ ୯୮.୩ ମିର୍ଚ୍ଚି ପୁଣରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୩ ବାବୁରାଓଲା ପକଡ଼ା
କଳାକାର
୨୦୧୪ ଦି ବିଲଭ୍‌ଡ୍ ନୀରୁ
୨୦୧୮ ଏକ୍ କୁତୁବ ତୀନ୍ ମିନାର୍ ସୋନି
ଆଜି ଆଣି ନାଟ୍
ପଥ୍ରଖିଣ ମାଜି ଆଇ ଲକ୍ଷ୍ମୀ
୨୦୧୯ ୧.୪୩ ଏଫ୍ ଏମ୍ (କ୍ଷୁଦ୍ର ଚଳଚ୍ଚିତ୍ର)
୨୦୨୦ ସ୍ୱୀଟି ସତ୍କାର ସ୍ୱିଟୀ []

ଅଭିନୀତ ଧାରାବାହିକ।କାର୍ଯ୍ୟକ୍ରମ

[ସମ୍ପାଦନା]
ବରଷ ଧାରାବାହିକ/କାର୍ଯ୍ୟକ୍ର ଭୂମିକା ଚ୍ୟାନେଲ୍ ଆଧାର
୨୦୧୩ ପୁଧଚା ପୌଲ୍ କ୍ଷୁଦ୍ର ଭୂମିକା ଷ୍ଟାର୍ ପ୍ରବାହ
୨୦୧୪ ଅସ୍ମିତା ବୈଦେହୀ ଜୀ ମରାଠୀ
୨୦୧୫-୨୦୧୬ ତୁମ୍‌ଚା ଆମ୍‌ଚା ସାମେ ଆସ୍ତ ଗୌରୀ ଷ୍ଟାର୍ ପ୍ରବାହ
୨୦୧୬-୨୦୧୭ ଫ୍ରେସର୍ସ ପରି ଦେଶମୁଖ ଜୀ ଯୁବା []
୨୦୧୮ ଦେବା ଶପଥ ଦେବୀ ଲକ୍ଷ୍ମୀ
୨୦୧୯-୨୦୨୦ ମି ତୁଝିଚ ରେ ରିୟା ଭର୍ଦେ ସୋନି ମରାଠୀ []
୨୦୨୦ ଆଥସେ ଖିଡ଼କ୍ୟା ନୌସେ ଦାରା ସାରା []
୨୦୨୨ ବିଗ୍ ବସ୍ ମରାଠୀ ୪ ପ୍ରତିଯୋଗୀ କଲର୍ସ ମରାଠୀ [୧୦]
  1. "Bigg Boss Marathi 4's Prasad Jawade wishes Amruta Deshmukh on her birthday with an adorable post, see pics". The Times of India. ISSN 0971-8257. Retrieved 2023-06-21.
  2. "Bigg Boss Marathi 4: Amruta Deshpande Chooses Kiran Mane a 'Zero'". News18 (in ଇଂରାଜୀ). Retrieved 13 October 2022.
  3. "'आई कुठे काय करते' मधील यशची सख्खी बहीण आहे 'ही' अभिनेत्री, करते लोकांची बोलती बंद!". News18 Lokmat (in ମରାଠୀ). 9 July 2022. Retrieved 13 October 2022.
  4. "बिग बॉसने बना दी जोडी! अमृता देशमुख-प्रसाद जवादे यांचा झाला साखरपुडा; लग्नाची तारीखही ठरली". Maharashtra Times (in ମରାଠୀ). Retrieved 2023-10-23.
  5. "Amruta Deshmukh Entertains Audience in Her New Avatar as Puniyachi Talkerwadi on Radio". News18 (in ଇଂରାଜୀ). Retrieved 13 October 2022.
  6. "'Sweety Satarkar' trailer: Amruta Deshmukh's one-sided hilarious love story will win your heart - Times of India". The Times of India (in ଇଂରାଜୀ). Retrieved 13 October 2022.
  7. "Freshers: a refreshing show for Marathi audience - Times of India". The Times of India (in ଇଂରାଜୀ). Retrieved 13 October 2022.
  8. "Sangram Salvi and Amruta Deshmukh to be paired in the new love story Me Tujhich Re - Times of India". The Times of India (in ଇଂରାଜୀ). Retrieved 13 October 2022.
  9. "Amruta Deshmukh shares what she learnt while shooting for 'Athshe Khidkya Naushe Daara'". newspointapp.com. Retrieved 13 October 2022.
  10. "Meet Bigg Boss Marathi 4 contestants: From Yashashri Masurkar, Kiran Mane to Tejaswini Lonari". The Indian Express (in ଇଂରାଜୀ). 3 October 2022. Retrieved 13 October 2022.

ବାହାର ଲିଙ୍କ୍

[ସମ୍ପାଦନା]