ପ୍ରବୀଣା ମହାନ୍ତି
Appearance
ପ୍ରବୀଣା ମହାନ୍ତି | |
---|---|
ଜନ୍ମ | ୧୯୫୭ |
ଜାତୀୟତା | ଭାରତୀୟ |
ଶିକ୍ଷା | ପି ଏଚ ଡ଼ି |
ପ୍ରବୀଣା ମହାନ୍ତି (ଜନ୍ମ: ୧୯୫୭), ଜଣେ ଓଡ଼ିଆ କଥାଶିଳ୍ପୀ । ସେ ମୁଖ୍ୟତଃ ଗଳ୍ପ ଲେଖୁଥିଲେ ମଧ୍ୟ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ତାଙ୍କର ପ୍ରବେଶ ରହିଛି । ମନୋଜ ଦାସଙ୍କ ଉପରେ ରିସର୍ଚ୍ଚ କରି ସେ ପିଏଚଡ଼ି ହାସଲ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ସ୍ୱାତୀ
- ଏବେ ବି ସୁନ୍ଦର ଧରା
- ଶ୍ୟାମଳ ସୁଗନ୍ଧ
- ସ୍ତିମିତ ନକ୍ଷତ୍ର
- ଅନ୍ୟା ଅନନ୍ୟା
- ନିବିଡ଼ ନିଃସ୍ୱନ
- ଦୁଃଖ ପାସୋରା ଝିଅ
- ରାଗିଲେ ମୁଁ ତାରା ହୋଇଯିବି
- ରତ୍ନବର୍ଷା ଓ ଅନ୍ୟାନ୍ୟ ନାଟକ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୁଧନ୍ୟା ଗଳ୍ପ ପୁରସ୍କାର
- କାଦମ୍ବିନୀ ଗଳ୍ପ ସମ୍ମାନ
- ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ସମ୍ମାନ[୧]
ଆଧାର
[ସମ୍ପାଦନା]- ↑ "କଥା ଝରକା". କଥା ପତ୍ରିକା (ଜୁନ ୨୦୨୩): ୪୭. 28 June 2023. Retrieved 28 June 2023.