ପ୍ରତାପ ଚନ୍ଦ୍ର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ପ୍ରତାପ ଚନ୍ଦ୍ର ପଟ୍ଟନାୟକ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀବିଦ୍ୟାଧର ନାଏକ
ପର ଅଧିକାରୀତ୍ରିଲୋଚନ ମାନସିଂହ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀବଡ଼ମ୍ବା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-07-02)ଜୁଲାଇ ୨, ୧୯୨୨
ମୃତ୍ୟୁ୧୮ ଅଗଷ୍ଟ ୧୯୯୮(1998-08-18) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନ କଂଗ୍ରେସ
ଜୀବନ ସାଥୀବିଦ୍ୟୁତଲତା ପଟ୍ଟନାୟକ
ବାପା/ବୋଉବିଦ୍ୟାଧର ଚ୍ୟାଉ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରତାପ ଚନ୍ଦ୍ର ପଟ୍ଟନାୟକ (୨ ଜୁଲାଇ ୧୯୨୨ - ୧୮ ଅଗଷ୍ଟ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରତାପ ଚନ୍ଦ୍ର ପଟ୍ଟନାୟକ ୧୯୨୨ ମସିହାର ଜୁଲାଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟାଧର ଚ୍ୟାଉ ପଟ୍ଟନାୟକ ଏବଂ ପତ୍ନୀଙ୍କ ନାମ ବିଦ୍ୟୁତଲତା ପଟ୍ଟନାୟକ ।[୧] ପ୍ରତାପଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ପ୍ରତାପ ଚନ୍ଦ୍ର ପଟ୍ଟନାୟକ ୧୯୯୮ ମସିହାର ଅଗଷ୍ଟ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Pratap Chandra Pattanaik". odishaassembly.nic.in. Odisha Assembly. Retrieved 8 March 2020.