ପୌରସଂସ୍ଥା
ଦେଖଣା
ସହରାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ସଂସ୍ଥାକୁ ପୌରସଂସ୍ଥା କୁହାଯାଏ ପୌରସଂସ୍ଥା ଗୁଡ଼ିକ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗପାଳିକା, ନିଗମ ଓ ମହାନଗର ନିଗମ
ବିଜ୍ଞାପିତ ଅଞ୍ଚଳ ପରିଷଦ
[ସମ୍ପାଦନା]ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ. ଏ. ସି. ଦଶହଜାରରୁ ଅଧିକ ଲୋକ ବାସ କରୁଥିବା ସହରମାନଙ୍କରେ କାର୍ଯ୍ୟ କରେ
ନଗରପାଳିକା
[ସମ୍ପାଦନା]ନଗରପାଳିକା ବା ମ୍ୟୁନିସିପାଲିଟି ଏକଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ନିଗମ
[ସମ୍ପାଦନା]ନିଗମ ବା କର୍ପୋରେସନ ଦୁଇଲକ୍ଷରୁ ଅଧିକ ଲୋକ ବାସ କରୁଥିବା ନଗରୀମାନଙ୍କରେ କାର୍ଯ୍ୟ କରେ
ମହାନଗର ନିଗମ
[ସମ୍ପାଦନା]ମହାନଗର ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ