Jump to content

ପୋଉଲା ଭାଷା

ଉଇକିପିଡ଼ିଆ‌ରୁ
ପୋଉଲା
Poumai
ମାତୃଭାଷା ଅଞ୍ଚଳManipur, Nagaland
ଜାତିସତ୍ତାPoumai Naga
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""e25
Sino-Tibetan
ଭାଷା କୋଡ୍
ISO ୬୩୯-୩pmx
ଗ୍ଲୋଟୋଲୋଗpoum1235

ପୋଉଲା ହେଉଛି ଏକ ଅଙ୍ଗାମି - ପୋଚୁରୀ ଭାଷା ଯାହା ମୁଖ୍ୟତଃ ମଣିପୁରର ସେନାପତି ଜିଲ୍ଲାର ପୁମାଇ ନାଗା ଏବଂ ନାଗାଲାଣ୍ଡର ଫେକ ଜିଲ୍ଲାର ଲୋକମାନଙ୍କଦ୍ୱାରା କଥିତ ହୋଇଥାଏ । ଚିଙ୍ଗଜାରୋଇର ଭାଷା ମଧ୍ୟ ପୋଉଲା ଭାଷା ସହିତ ପାଖାପାଖି ସମାନ, କିନ୍ତୁ ଭିନ୍ନ ଅଟେ । ପୋଉଲା ଭାଷାର ବର୍ଣ୍ଣନାକାରୀ ବ୍ୟାକରଣ ଉପଲବ୍ଧ ରହିଛି ।[]

ବ୍ୟାକରଣ

[ସମ୍ପାଦନା]

ଧ୍ୱନି ବିଜ୍ଞାନ

[ସମ୍ପାଦନା]

ପୋଉଲା ଭାଷାର ଧ୍ୱନି ବିଜ୍ଞାନରେ ଶବ୍ଦାଂଶ କୋଡାର ଅଭାବ ରହିଛି ଏବଂ ପ୍ରାରମ୍ଭିକ ଅବସ୍ଥାରେ ଏହା ବ୍ୟଞ୍ଜନ ସମୂହକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥାଏ । ପୋଉଲା ଭାଷାରେ ୨୫ଟି ଧ୍ୱନି ବିଜ୍ଞାନ ରହିଛି ।

ବ୍ୟଞ୍ଜନ ବର୍ଣ୍ଣ

[ସମ୍ପାଦନା]
Consonants
Labial Alveolar Palatal Velar Glottal
Plosive voiceless [[|p]] [[|t]] [[|c]] [[|k]]
voiced
aspirated [[|b]] [[|d]] [[|g]]
Nasal plain [[|m]] [[|n]] [[|ŋ]]
aspirated [[|ŋ̊ʰ]]
Fricative voiceless [[|s]] [[|ɕ]] [[|h]]
voiced [[|ʑ]]
Affricate voiceless [[|tɕ]]
voiced [[|dʑ]]
Approximant [[|ʋ]] [[|j]]
Liquid rhotic [[|ɾ]]
lateral [[|l]]

ସ୍ୱର ବର୍ଣ୍ଣ

[ସମ୍ପାଦନା]

ପୋଉଲା ଭାଷାରେ ଛଟି ସ୍ୱର ଶବ୍ଦ ରହିଛି ।

FrontCentralBack
High [[|i]] [[|y]]([[|u]])
Mid [[|e]][[|ə]][[|o]]
Low [[|a]]
  1. Veikho, Sahiinii Lemaina (2019). "A Grammar of Poumai Naga". University of Bern, Switzerland: PhD Dissertation.[permanent dead link]