ପୋଉଲା ଭାଷା
ଦେଖଣା
ପୋଉଲା | |
---|---|
Poumai | |
Native to | Manipur, Nagaland |
ଜାତିସତ୍ତା | Poumai Naga |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।e25 |
Sino-Tibetan
| |
ଭାଷା କୋଡ୍ | |
ISO ୬୩୯-୩ | pmx |
ଗ୍ଲୋଟୋଲୋଗ | poum1235 |
ପୋଉଲା ହେଉଛି ଏକ ଅଙ୍ଗାମି - ପୋଚୁରୀ ଭାଷା ଯାହା ମୁଖ୍ୟତଃ ମଣିପୁରର ସେନାପତି ଜିଲ୍ଲାର ପୁମାଇ ନାଗା ଏବଂ ନାଗାଲାଣ୍ଡର ଫେକ ଜିଲ୍ଲାର ଲୋକମାନଙ୍କ ଦ୍ୱାରା କଥିତ ହୋଇଥାଏ । ଚିଙ୍ଗଜାରୋଇର ଭାଷା ମଧ୍ୟ ପୋଉଲା ଭାଷା ସହିତ ପାଖାପାଖି ସମାନ, କିନ୍ତୁ ଭିନ୍ନ ଅଟେ । ପୋଉଲା ଭାଷାର ବର୍ଣ୍ଣନାକାରୀ ବ୍ୟାକରଣ ଉପଲବ୍ଧ ରହିଛି ।[୧]
ବ୍ୟାକରଣ
[ସମ୍ପାଦନା]ଧ୍ୱନି ବିଜ୍ଞାନ
[ସମ୍ପାଦନା]ପୋଉଲା ଭାଷାର ଧ୍ୱନି ବିଜ୍ଞାନରେ ଶବ୍ଦାଂଶ କୋଡାର ଅଭାବ ରହିଛି ଏବଂ ପ୍ରାରମ୍ଭିକ ଅବସ୍ଥାରେ ଏହା ବ୍ୟଞ୍ଜନ ସମୂହକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥାଏ । ପୋଉଲା ଭାଷାରେ ୨୫ଟି ଧ୍ୱନି ବିଜ୍ଞାନ ରହିଛି ।
ବ୍ୟଞ୍ଜନ ବର୍ଣ୍ଣ
[ସମ୍ପାଦନା]Labial | Alveolar | Palatal | Velar | Glottal | ||
---|---|---|---|---|---|---|
Plosive | voiceless | p | t | c | k | |
voiced | pʰ | tʰ | cʰ | kʰ | ||
aspirated | b | d | g | |||
Nasal | plain | m | n | ŋ | ||
aspirated | Error using {{IPA symbol}}: "ŋ̊ʰ" not found in list | |||||
Fricative | voiceless | s | ɕ | h | ||
voiced | ʑ | |||||
Affricate | voiceless | tɕ | ||||
voiced | dʑ | |||||
Approximant | ʋ | j | ||||
Liquid | rhotic | ɾ | ||||
lateral | l |
ସ୍ୱର ବର୍ଣ୍ଣ
[ସମ୍ପାଦନା]ପୋଉଲା ଭାଷାରେ ଛ ଟି ସ୍ୱର ଶବ୍ଦ ରହିଛି ।
Front | Central | Back | |
---|---|---|---|
High | i y | (u) | |
Mid | e | ə | o |
Low | a |
- ↑ Veikho, Sahiinii Lemaina (2019). "A Grammar of Poumai Naga". University of Bern, Switzerland: PhD Dissertation.