ପେଲଭିକ ବାଇଣ୍ଡର

ଉଇକିପିଡ଼ିଆ‌ରୁ
Pelvic binder
ହସ୍ତକ୍ଷେପ
Example of using a sheet and cable ties to bind a pelvis.

ପେଲଭିକ ବାଇଣ୍ଡର ହେଉଛି ଏକ ଉପକରଣ ଯାହା ପେଲଭିକ୍ ଭଙ୍ଗାକୁ ଚାପ ପ୍ରୟୋଗକରି ରକ୍ତସ୍ରାବ ବନ୍ଦ କରିବାକୁ ପ୍ରୟାସ କରାଯାଏ । [୧] ଯେତେବେଳେ ଏହି ଭଙ୍ଗା ସାଧାରଣତଃ ଯୁବାବସ୍ଥାରେ ଅଧିକ ଶକ୍ତି ଆବଶ୍ୟକ କରେ, ବୟସ୍କମାନଙ୍କ କ୍ଷେତ୍ରରେ ଏହା ସ୍ୱଳ୍ପ ଶକ୍ତିରେ ସମ୍ପନ୍ନ ହୋଇପାରେ ।[୨] ଭଙ୍ଗାକୁ ବିଚାର କରାଯିବା ମାତ୍ରେ ପେଲଭିକ୍ ବାଇଣ୍ଡିଂ ସୁପାରିଶ କରାଯାଏ ।[୨]

ଆଘାତପ୍ରାପ୍ତ ରୋଗୀ ଆସିବା ପୂର୍ବରୁ ଏକ ଚାଦର ଭାଙ୍ଗିକରି ଖଟର ଓସାର ପାଖରେ ରଖାଯାଏ ଯେପରି ପେଲଭିସ ପାଖରେ ରହିବ ।[୩] ଯଦି ଏକ ଅସ୍ଥିର ପେଲଭିସ ଭଙ୍ଗାର ଚିନ୍ତା ଥାଏ, ଚାଦରଟି ଜଙ୍ଘ ହାଡ଼ (ଫିମର) ଉପର ଭାଗରେ ଛକି ଭଳି ରଖାଯାଏ ଓ କିଛି ଟ୍ରାକ୍ସନ୍ ପ୍ରୟୋଗ କରାଯାଏ ଏବଂ ଦୁଇ ପାର୍ଶ୍ୱକୁ ଏକାଠି ରଖିବା ପାଇଁ କେବୁଲ୍ ବନ୍ଧନ ବ୍ୟବହାର କରାଯାଏ । [୪] ଏହି କାମ କରିବାକୁ ଅତିକମରେ ଦୁଇ ଜଣ ଲୋକ ଆବଶ୍ୟକ ହୁଅନ୍ତି ।[୪] ପାଦ ଆଙ୍ଗୁଠି ଏକତ୍ର ଚାପି ଦିଆଯାଏ ।[୧]

ଯଦି ବ୍ୟକ୍ତିର ଭଙ୍ଗା ହାଡ଼ ଅସ୍ଥିର ରୁହେ ତେବେ ପ୍ରିପେରିଟୋନିଆଲ୍ ପ୍ୟାକିଂ ସହିତ ଏମ୍ବୋଲାଇଜେସନ୍ କିମ୍ବା କ୍ଷତି ନିୟନ୍ତ୍ରଣ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ । [୫] ଚର୍ମର ପର୍ଯ୍ୟାୟିକ ଯାଞ୍ଚ କରି ଚର୍ମ ଘା’ର ଲକ୍ଷଣକୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି । [୬] [୧] ଦୀର୍ଘ ସମୟ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । [୬] ଏହି କୌଶଳ ସାଧାରଣତଃ ଅଧିକ ବ୍ୟବହୃତ ହୁଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ATLS - Advanced Trauma Life Support - Student Course Manual (10 ed.). American College of Surgeons. 2018. p. 96–97, 352. ISBN 9780996826235.
  2. ୨.୦ ୨.୧ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. pp. 939–940. ISBN 9780323547949.
  3. "Emergency Stabilization of Unstable Pelvic Fractures". EMS World (in ଇଂରାଜୀ). Archived from the original on 19 October 2017. Retrieved 22 March 2021.
  4. ୪.୦ ୪.୧ Shackelford, S; Hammesfahr, R; Morissette, D; Montgomery, HR; Kerr, W; Broussard, M; Bennett, BL; Dorlac, WC; Bree, S (Spring 2017). "The Use of Pelvic Binders in Tactical Combat Casualty Care: TCCC Guidelines Change 1602 7 November 2016". Journal of special operations medicine : a peer reviewed journal for SOF medical professionals. 17 (1): 135–147. PMID 28285493.
  5. Boffard, Kenneth David (2019). Manual of Definitive Surgical Trauma Care, Fifth Edition (in ଇଂରାଜୀ). CRC Press. p. 24. ISBN 978-1-351-01286-7. Archived from the original on 2021-08-28. Retrieved 2021-03-22.
  6. ୬.୦ ୬.୧ ୬.୨ Bakhshayesh, P; Boutefnouchet, T; Tötterman, A (18 May 2016). "Effectiveness of non invasive external pelvic compression: a systematic review of the literature". Scandinavian journal of trauma, resuscitation and emergency medicine. 24: 73. doi:10.1186/s13049-016-0259-7. PMID 27193135.{{cite journal}}: CS1 maint: unflagged free DOI (link)