ପେନସାଇକ୍ଲୋଭିର

ଉଇକିପିଡ଼ିଆ‌ରୁ
ପେନସାଇକ୍ଲୋଭିର
Clinical data
Pronunciation/ˌpɛnˈsklˌvɪər/[୧]
Trade namesDenavir, others
AHFS/Drugs.commonograph
MedlinePlusa697027
Pregnancy
category
  • AU: B1
  • US: B (No risk in non-human studies)
Routes of
administration
Topical
Legal status
Legal status
Pharmacokinetic data
Bioavailability1.5% (oral), negligible (topical)
Protein binding<20%
MetabolismViral thymidine kinase
Elimination half-life2.2–2.3 hours
ExcretionRenal
Identifiers
  • 2-amino-9-[4-hydroxy-3-(hydroxymethyl)butyl]-1H-purin-6(9H)-one
ECHA InfoCard100.189.687 Edit this at Wikidata
Chemical and physical data
FormulaC10H15N5O3
Molar mass୨୫୩.୨୬ g·mol−1
3D model (JSmol)
Melting point275 to 277 °C (527 to 531 °F)
  • O=C2/N=C(\Nc1n(cnc12)CCC(CO)CO)N
  • InChI=1S/C10H15N5O3/c11-10-13-8-7(9(18)14-10)12-5-15(8)2-1-6(3-16)4-17/h5-6,16-17H,1-4H2,(H3,11,13,14,18) checkY
  • Key:JNTOCHDNEULJHD-UHFFFAOYSA-N checkY
  (verify)

ପେନସାଇକ୍ଲୋଭିର (ଇଂରାଜୀ ଭାଷାରେ Penciclovir), ଅନ୍ୟମାନଙ୍କ ମଧ୍ୟରେ ଡେନାଭିର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓଠର ହର୍ପିସ ସଂକ୍ରମଣର (ଥଣ୍ଡା ଘା) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ୮ରୁ ୭ ଦିନ ପର୍ଯ୍ୟନ୍ତ ଆରୋଗ୍ୟ ସମୟ ହ୍ରାସ କରେ ।[୩] ଏହା ସଂକ୍ରମିତ ସ୍ଥାନରେ ପ୍ରୟୋଗ କରାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ପ୍ରୟୋଗ ସ୍ଥଳରେ ଉତ୍ତେଜନା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷିତ ଥିବା ପରି ଜଣାଯାଏ ।[୪] ଏହା ଏକ ନ୍ୟୁକ୍ଲିଓସାଇଡ ଆନାଲଗ ଓ ଆସାଇକ୍ଲୋଭିର ସଦୃଶ ଅଟେ ।[୨] ଫ୍ୟାମିସାଇକ୍ଲୋଭିର ହେଉଛି ପେନସାକ୍ଲୋଭିରର ଏକ ପୂର୍ବବର୍ତ୍ତୀ (precursor) ଔଷଧ | [୫]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେନସାଇକ୍ଲୋଭିର ଅନୁମୋଦିତ ହୋଇଥିଲା ।[୬] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହା ସୁଦ୍ଧା ୫ ଗ୍ରାମର ଟ୍ୟୁବ୍ କ୍ରିମର ମୂଲ୍ୟ ୮୦୦ ଡଲାର ଥିଲା ।[୭] ଅନ୍ୟାନ୍ୟ ସମାନ ଉପଯୋଗୀ ଔଷଧ ଅପେକ୍ଷା ଏହା ମହଙ୍ଗା ଅଟେ ।[୩]

ଆଧାର[ସମ୍ପାଦନା]

  1. "Penciclovir". Merriam-Webster Dictionary.
  2. ୨.୦ ୨.୧ ୨.୨ ୨.୩ ୨.୪ "Penciclovir Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 27 October 2021.
  3. ୩.୦ ୩.୧ "Penciclovir" (PDF). Archived (PDF) from the original on 15 April 2021. Retrieved 27 October 2021.
  4. "Penciclovir topical (Denavir) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 27 October 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 672. ISBN 978-0857114105.
  6. Long SS, Pickering LK, Prober CG (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-03-22.
  7. "Penciclovir Prices, Coupons & Savings Tips - GoodRx". GoodRx. Archived from the original on 27 October 2021. Retrieved 27 October 2021.