ପେଣ୍ଡରେନ

ଉଇକିପିଡ଼ିଆ‌ରୁ

ପେଣ୍ଡରେନ[୧] ଓଡ଼ିଶାର ଗୋଟିଏ ଗ୍ରାମ, ଯାହାକି ନୂଆପଡ଼ା ଜିଲ୍ଲାର ସିନପାଲି ବ୍ଲକରେ ଅବସ୍ଥିତ ।[୨]

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପେଣ୍ଡରେନ
ଗାଁ
drone view
drone view
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲାନୂଆପଡ଼ା
ପଂଚାୟତ ସମିତିସିନପାଲି
ପଞ୍ଚାୟତସିଙ୍ଗଝର
Population
 (୨୦୧୧)
 • Total୭୨୩
ଡାକ କୋଡ଼ (ପିନ)
766108

ବିବରଣୀ[ସମ୍ପାଦନା]

ଏହି ଗ୍ରାମଟି ସିନାପାଲି ବ୍ଲକ‌ଠାରୁ ୭ କି. ମି. ଦୂର ଦକ୍ଷିଣ ଦିଗରେ ଅଛି । ରାଜସ୍ୱ ଗ୍ରାମ ଭାବରେ ଏହି ଗାଁର ନାଁ ପେଣ୍ଡରାବନ ଅଟେ ଏବଂ ସ୍ଥାନୀୟ ଭାଷାରେ ପେରେନ ବୋଲି ଲୋକମାନେ ଜଣାଶୁଣା ଅଟେ ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ, ଏହି ଗାଁର ସମୁଦାୟ ଜନସଂଖ୍ୟା ୭୨୩, ଯେଉଁଥିରୁ ୨୬୩ ଜଣ ପୁରୁଷ ଏବଂ ୩୬୦ ଜଣ ମହିଳା ଅଟନ୍ତି । ଏହି ଗ୍ରାମରେ ୦ରୁ ୬ ବର୍ଷ ବୟସର ପିଲାମାନଙ୍କର ସଂଖ୍ୟା ୯୭, ଯାହାକି ସମୁଦାୟ ଜନସଂଖ୍ୟାର ୧୩% ଅଟେ । ୦ରୁ ୬ ବର୍ଷ ବୟସ ମଧ୍ୟରେ ୪୯ ବାଳକ ଏବଂ ୪୮ ବାଳିକା । ଏହି ଜନଗଣନା ଅନୁଯାୟୀ, ସାକ୍ଷରତା ହାର ୫୧% ଅଟେ, ଯେଉଁଥିରୁ ପୁରୁଷ ସାକ୍ଷରତା ହାର ୭୧.୦୨% ଏବଂ ମହିଳା ସାକ୍ଷରତା ହାର ୩୦.୭୭% ଅଟେ ।[୩]

ଜାତି[ସମ୍ପାଦନା]

ଅନୁସୂଚିତ ଜାତି (ଏସସି) ୯.୫% ଥିବାବେଳେ ଅନୁସୂଚିତ ଜନଜାତି (ଏସଟି) ୩୯.୩% ଅଟେ। ତେଲି, ଗଣ୍, ଗୋଉଡ, ମାଲି, ଡମ୍ବ, ଓ ଭୁଲିଆ ଜାତି ଏହି ଗ୍ରାମରେ ବସବାସ କରନ୍ତି ।

ଆଧାର[ସମ୍ପାଦନା]

  1. https://nuapada.nic.in/tahasil-sinapali-village-list/
  2. "Pendraban Village in Sinapali (Nuapada) Odisha | villageinfo.in". villageinfo.in. Retrieved 2022-10-31.
  3. "Pendraban Village Population, Caste - Sinapali Nuapada, Odisha - Census India". www.censusindia.co.in (in ଆମେରିକୀୟ ଇଂରାଜୀ). Retrieved 2022-10-31.