ପୁଷ୍କର

ଉଇକିପିଡ଼ିଆ‌ରୁ

ପୁଷ୍କର (ସଂସ୍କୃତ: पुष्कर) ମହାଭାରତରେ ବର୍ଣ୍ଣନା କରାଯାଇଥିବା ନିଶାଦର ରାଜା ନଳଙ୍କର ସାନ ଭାଇ । ଅସୁର କାଳୀଙ୍କ ସହିତ ମିଶି ସେ ଷଡ଼ଯନ୍ତ୍ର କରି ନଳଙ୍କୁ ପରାସ୍ତ କରି ତାଙ୍କୁ ରାଜ୍ୟ ଓ ଧନସମ୍ପତ୍ତିରୁ ବାସନ୍ଦ କରିଥିଲେ । ପରେ ନଳ ତାଙ୍କୁ ପରାସ୍ତ କରି ରାଜା ଭାବନକୁ ଫେଇଥିଲେ ଏବଂ ରାଜା ହୋଇଥିଲେ । ନଳ ତାଙ୍କ ଭାଇଙ୍କୁ ତାଙ୍କ ଷଡ଼ଯନ୍ତ୍ର ଓ ତାଙ୍କ ପତ୍ନୀ ଦମୟନ୍ତୀଙ୍କ ପ୍ରତି ଥିବା କାମନା ସତ୍ତ୍ୱେ ତାଙ୍କୁ କ୍ଷମା କରିଥିଲେ[୧] ଏବଂ ଉଭୟ ଭାଇଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ହୋଇଥିଲା ।[୨]

ଉତ୍ସ[ସମ୍ପାଦନା]

  • ହିନ୍ଦୁ ପୁରାଣ ଉପରେ ଡୋୱସନଙ୍କ ଶାସ୍ତ୍ରୀୟ ଅଭିଧାନ

ଆଧାର[ସମ୍ପାଦନା]

  1. Kincaid, Charles Augustus (2020-09-28). Tales from the Indian Epics (in ଇଂରାଜୀ). Library of Alexandria. p. 66. ISBN 978-1-4656-1537-4.
  2. www.wisdomlib.org (2012-06-29). "Pushkara, Puṣkara: 46 definitions". www.wisdomlib.org (in ଇଂରାଜୀ). Retrieved 2023-02-26.