ପୁର୍ଣିଆ ବିମାନ ବନ୍ଦର

ଉଇକିପିଡ଼ିଆ ରୁ
Jump to navigation Jump to search
ପୁର୍ଣିଆ ବିମାନ ବନ୍ଦର
पूर्णिया हवाई अड्डा
Pūrṇiyā Havāī Aḍḍā
IATA: noneICAO: VEPU
ସାରକଥା
ବିମାନ ବନ୍ଦର ପ୍ରକାର Military
ପରିଚାଳକ Indian Air Force
ଅବସ୍ଥାନ Purnia
ଉଚ୍ଚତା (ସମୁଦ୍ର ଠାରୁ) 129 ft / 39 m
ଦିଗବାରେଣି 25°45′35″N 087°24′36″E / 25.75972°N 87.41000°E / 25.75972; 87.41000Coordinates: 25°45′35″N 087°24′36″E / 25.75972°N 87.41000°E / 25.75972; 87.41000
Map
VEPU is located in India
VEPU
VEPU
Airport in India
ରନବେ
ଦିଗ ଲମ୍ବ ଭୂମି
ft m
09/27 8,700 2,652 Concrete

ପୁର୍ଣିଆ ବିମାନ ବନ୍ଦର, (ICAO: VEPU)ଭାରତୀୟ ରାଜ୍ୟ ବିହାରର ପୁର୍ଣିଆଠାରେ ଅବସ୍ଥିତ । 

ଏୟାର ଲାଇନ ସମୂହ ଓ ଗନ୍ତବ୍ୟସ୍ଥଳ [ସମ୍ପାଦନା]

ଏଠାରୁ ବେସରକାରୀ ଉଦ୍ୟମରେ ବାଙ୍ଗାଲୋର ସ୍ଥିତ DTDS  କମ୍ପାନୀ ସହାୟତାରେ  ସ୍ପିରିଟଏୟାର ପ୍ରାଇଭେଟ ଲିମିଟେଡ  [୧] ପାଟଣା -ପୁର୍ଣିଆ ,ଓ ପୁର୍ଣିଆ -କଲିକତା ରୁଟରେ ଦ୍ୱିସପ୍ତାହିକ ଭିତ୍ତିରେ ବିମାନ ଚଳାଚଳ କରେ ।  Patna.[୨]

ଆଧାର ସମୂହ [ସମ୍ପାଦନା]

  1. Purnea gets flight
  2. Purnia back on air map

ବାହ୍ୟ ସଂଯୋଗ [ସମ୍ପାଦନା]