ପୁର୍ଣିଆ ବିମାନ ବନ୍ଦର
ଦେଖଣା
ପୁର୍ଣିଆ ବିମାନ ବନ୍ଦର पूर्णिया हवाई अड्डा Pūrṇiyā Havāī Aḍḍā | |||
---|---|---|---|
IATA: none – ICAO: VEPU | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military | ||
ପରିଚାଳକ | Indian Air Force | ||
ଅବସ୍ଥାନ | Purnia | ||
ଉଚ୍ଚତା (ସମୁଦ୍ର ଠାରୁ) | 129 ft / 39 m | ||
ଦିଗବାରେଣି | 25°45′35″N 087°24′36″E / 25.75972°N 87.41000°E | ||
Map | |||
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/India airport" does not exist.Airport in India | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
09/27 | 8,700 | 2,652 | Concrete |
ପୁର୍ଣିଆ ବିମାନ ବନ୍ଦର, (ICAO: VEPU)ଭାରତୀୟ ରାଜ୍ୟ ବିହାରର ପୁର୍ଣିଆଠାରେ ଅବସ୍ଥିତ ।
ଏୟାର ଲାଇନ ସମୂହ ଓ ଗନ୍ତବ୍ୟସ୍ଥଳ
[ସମ୍ପାଦନା]ଏଠାରୁ ବେସରକାରୀ ଉଦ୍ୟମରେ ବାଙ୍ଗାଲୋରସ୍ଥିତ DTDS କମ୍ପାନୀ ସହାୟତାରେ ସ୍ପିରିଟଏୟାର ପ୍ରାଇଭେଟ ଲିମିଟେଡ [୧] ପାଟଣା -ପୁର୍ଣିଆ ,ଓ ପୁର୍ଣିଆ -କଲିକତା ରୁଟରେ ଦ୍ୱିସପ୍ତାହିକ ଭିତ୍ତିରେ ବିମାନ ଚଳାଚଳ କରେ । Patna.[୨]
ଆଧାର
[ସମ୍ପାଦନା]- ↑ Purnea gets flight
- ↑ "Purnia back on air map". Archived from the original on 2013-01-09. Retrieved 2016-12-09.