ପାଳଙ୍ଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ପାଳଙ୍ଗ ଏକ ପ୍ରକାର ଶାଗ ।[୧] ଏହାର ବହୁତ ଔଷଧୀୟ ଗୁଣ ଅଛି ।[୨]

ବ୍ୟବହାର[ସମ୍ପାଦନା]

ପାଳଙ୍ଗ ଶାଗରେ ଭଜା ପ୍ରସ୍ତୁତ ହୁଏ । ଓଡ଼ିଆ ରାନ୍ଧଣାରେ ଏହା ଛଡା ପକୁଡି, ବରା, ରାଇ, ତରକାରୀ ଇତ୍ୟାଦିରେ ମଧ୍ୟ ପାଳଙ୍ଗ ବ୍ୟବହାର ହୁଏ । ବିଶେଷତଃ ଖଟା ପାଳଙ୍ଗ ତରକାରୀ ତିଆରି କରିବା ପାଇଁ କାମରେ ଲାଗେ ।

ରୋଷେଇ ପ୍ରଣାଳୀ[ସମ୍ପାଦନା]

ଓଡ଼ିଆ ରାନ୍ଧଣାରେ ସାଧା ପାଳଙ୍ଗକୁ କାଟି, ଭାଜି, ଖାସି ମାଂସ ସହିତ ମିଶାଇ ଭଜା ଓ ତରକାରୀ ପ୍ରସ୍ତୁତ ହୁଏ ।

ଚାଷ ପ୍ରଣାଳୀ[ସମ୍ପାଦନା]

ଆଧାର[ସମ୍ପାଦନା]