ପାଳଙ୍ଗ
ଦେଖଣା
ପାଳଙ୍ଗ ଏକ ପ୍ରକାର ଶାଗ ।[୧] ଏହାର ବହୁତ ଔଷଧୀୟ ଗୁଣ ଅଛି ।[୨]
ବ୍ୟବହାର
[ସମ୍ପାଦନା]ପାଳଙ୍ଗ ଶାଗରେ ଭଜା ପ୍ରସ୍ତୁତ ହୁଏ । ଓଡ଼ିଆ ରାନ୍ଧଣାରେ ଏହା ଛଡା ପକୁଡି, ବରା, ରାଇ, ତରକାରୀ ଇତ୍ୟାଦିରେ ମଧ୍ୟ ପାଳଙ୍ଗ ବ୍ୟବହାର ହୁଏ । ବିଶେଷତଃ ଖଟା ପାଳଙ୍ଗ ତରକାରୀ ତିଆରି କରିବା ପାଇଁ କାମରେ ଲାଗେ ।
ରୋଷେଇ ପ୍ରଣାଳୀ
[ସମ୍ପାଦନା]ଓଡ଼ିଆ ରାନ୍ଧଣାରେ ସାଧା ପାଳଙ୍ଗକୁ କାଟି, ଭାଜି, ଖାସି ମାଂସ ସହିତ ମିଶାଇ ଭଜା ଓ ତରକାରୀ ପ୍ରସ୍ତୁତ ହୁଏ ।
ଚାଷ ପ୍ରଣାଳୀ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଆଧାର
[ସମ୍ପାଦନା]- ↑ http://or.vikaspedia.in/agriculture/b15b43b37b3f-b09b26b4db2fb2e/b2ab28b3fb2ab30b3fb2cb3e-b1ab3eb37-1/b26b36b2e-b2ab30b3fb1ab4db1bb47b26
- ↑ "ଆର୍କାଇଭ୍ କପି". Archived from the original on 2016-10-04. Retrieved 2016-10-04.
{{cite web}}
: Cite has empty unknown parameter:|1=
(help)