ପାରିକାଲସିଟୋଲ

ଉଇକିପିଡ଼ିଆ‌ରୁ
ପାରିକାଲସିଟୋଲ
Clinical data
Trade namesZemplar
Synonyms19-nor-1,25-(OH)2-vitamin D2
AHFS/Drugs.commonograph
MedlinePlusa682335
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, intravenous
Legal status
Legal status
Pharmacokinetic data
Bioavailability72%[୧]
Protein binding99.8%[୧]
MetabolismHepatic[୧]
Elimination half-life14-20 hours[୧]
ExcretionFaeces (74%), urine (16%)[୧]
Identifiers
  • (1R,3R,7E,17β)-17-[(1R,2E,4S)-5-hydroxy-1,4,5-trimethylhex-2-en-1-yl]-9,10-secoestra-5,7-diene-1,3-diol
ECHA InfoCard100.184.862 Edit this at Wikidata
Chemical and physical data
FormulaC27H44O3
Molar mass୪୧୬.୬୫ g·mol−1
  • InChI=1S/C27H44O3/c1-18(8-9-19(2)26(3,4)30)24-12-13-25-21(7-6-14-27(24,25)5)11-10-20-15-22(28)17-23(29)16-20/h8-11,18-19,22-25,28-30H,6-7,12-17H2,1-5H3/b9-8+,21-11+/t18-,19+,22-,23-,24-,25+,27-/m1/s1 checkY
  • Key:BPKAHTKRCLCHEA-UBFJEZKGSA-N checkY
  (verify)

ପାରିକାଲସିଟୋଲ (ଇଂରାଜୀ ଭାଷାରେ Paricalcitol), ଜେମପ୍ଲାର ଏହାର ଏକ ବିକ୍ରୟ ନାମ, ହେଉଛି କ୍ରନିକ୍ ବୃକ୍‌କ ରୋଗ ଜନିତ ହାଇପରପାରାଥାଇରଏଡିଜ୍ମ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଆଲର୍ଜି ପ୍ରତିକ୍ରିୟା, ଅଇ, ମୁଣ୍ଡବିନ୍ଧା ଏବଂ ଶୋଇବାରେ ଅସୁବିଧା ଇତ୍ୟାଦି ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକ୍ୟାଲସେମିଆ ଏବଂ ଆଲୁମିନିଅମ ବିଷାକ୍ତତା ହୋଇପାରେ ।[୩] ଗର୍ଭାବସ୍ଥାରେ ଏହାର ବ୍ୟବହାର ଚିନ୍ତା ଜନ‌କ ହୋଇପାରେ ।[୨] ଏହା କାଲସିଟ୍ରିଓଲର ଏକ ରୂପ ଯାହା ଏକ ସକ୍ରିୟ ପ୍ରକାର ଜୀବସାର ଘ (Vitamin D) ।[୩]

୧୯୮୯ ମସିହାରେ ପାରିକାଲସିଟୋଲ ପେଟେଣ୍ଟ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।| [୩] ଯୁକ୍ତରାଜ୍ୟରେ ୧ ମାଇକ୍ରୋଗ୍ରାମ ବିଶିଷ୍ଟ ୨୮ ମାତ୍ରାରେ ମୂଲ୍ୟ ୨୦୨୧ ସୁଦ୍ଧା ୭୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Zemplar (paricalcitol) dosing, indications, interactions, adverse effects, and more". Medscape Reference. WebMD. Archived from the original on 2 February 2014. Retrieved 26 January 2014.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1137. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "Paricalcitol Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 26 October 2021.
  4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 452. ISBN 9783527607495. Archived from the original on 2021-01-22. Retrieved 2021-03-18.
  5. "Paricalcitol Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 August 2020. Retrieved 26 October 2021.