ପାଣିଆ ଭାଷା
ଦେଖଣା
ପାଣିଆ | |
---|---|
பணிய | |
Native to | ଭାରତ |
ଅଞ୍ଚଳ | କେରଳ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଦ୍ରାବିଡ଼
| |
ଭାଷା କୋଡ୍ | |
ISO ୬୩୯-୩ | pcg |
ପାଣିଆ ଏକ ଭାରତୀୟ ଭାଷା । ଏହା ଦ୍ରାବିଡ଼ ପରବାରର ଏକ ଭାଷା ଓ କେରଳର ପାଣିଆ ଜାତିର ଲୋକ ଏହାକୁ ବ୍ୟବହାର କରିଥାନ୍ତି । ୧୯୮୧ ଜନଗଣନା ଅନୁସାରେ ଭାରତରେ ୬୩,୩୯୩ ଜଣ ଲୋକ ଏହି ଭାଷା କହୁଥିବା ବେଳେ କେରଳରେ ତାହାର ସଂଖ୍ୟା ୫୬,୯୫୨ ଥିଲା ଓ ତାମିଲନାଡୁରେ ୬,୩୯୩ ତଥା କର୍ଣ୍ଣାଟକରେ ୪୮୨ ଜଣ ଥିବାର ଜଣା ଯାଇଥିଲା । କେରାଲାର ୱାୟନାଡ଼, କୋଳିକୋଡ଼, କନନୁର, ମାଲାପୁରମ ଓ ତାମିଲନାଡୁର ନୀଳଗିରି ପାର୍ବତ୍ଯ ଅଞ୍ଚଳରେ ଏହି ଭାଷାଭାଷୀ ଲୋକ ବସବାସ କରୁଥିବାର ଜଣାଯାଏ ।
ଆଧାର
[ସମ୍ପାଦନା]- ↑ ପାଣିଆ at Ethnologue (18th ed., 2015)
ଅଧିକ ପଠନ
[ସମ୍ପାଦନା]- List of Indian languages by number of native speakers