Jump to content

ପାଙ୍କୁରୋନିଅମ

ଉଇକିପିଡ଼ିଆ‌ରୁ
Pancuronium
Clinical data
SynonymsPancuronium bromide
AHFS/Drugs.commonograph
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    Intravenous
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityNA
    Protein binding77 to 91%
    MetabolismLiver
    Onset of action2 to 3 min[]
    Elimination half-life1.5 to 2.7 hours
    Duration of actionUp to 100 min[]
    ExcretionKidney and biliary
    Identifiers
    • [(2S,3S,5S,8R,9S,10S,13S,14S,16S,17R)-17-Acetyloxy-10,13-dimethyl-2,16-bis(pyridin-1-yl)-tetradecahydro-1H-cyclopenta[a]phenanthren-3-yl] acetate
    ECHA InfoCard100.035.923 Edit this at Wikidata
    Chemical and physical data
    FormulaC35H60N2O4
    Molar mass୫୭୨.୮୮ g·mol−1
    • InChI=1S/C35H60N2O4.2BrH/c1-24(38)40-32-21-26-13-14-27-28(35(26,4)23-31(32)37(6)19-11-8-12-20-37)15-16-34(3)29(27)22-30(33(34)41-25(2)39)36(5)17-9-7-10-18-36;;/h26-33H,7-23H2,1-6H3;2*1H/q+2;;/p-2/t26-,27+,28-,29-,30-,31-,32-,33-,34-,35-;;/m0../s1 ☒N
    • Key:NPIJXCQZLFKBMV-YTGGZNJNSA-L ☒N
      (verify)

    ପାଙ୍କୁରୋନିଅମ, ଏକ ବେପାର ନାମ ପାଭୁଲନ, ହେଉଛି ଏକ ଔଷଧ ଯାହା ଶାରୀରିକ ନିଶ୍ଚେତକ ଦେବା ସମୟରେ ମାଂସପେଶୀକୁ ଶିଥିଳ କରିବା ପାଇଁ ବ୍ୟବହୃତ ହୁଏ ଏବଂ ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ ସମୟରେ ସାହାଯ୍ୟ କରିବାକୁ ଦିଆଯାଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଔଷଧର ପ୍ରଭାବର ଆରମ୍ଭ ୨ରୁ ୩ ମିନିଟ ମଧ୍ୟରେ ଧୀରେ ଧୀରେ ଆରମ୍ଭ ହୁଏ ଓ ପ୍ରଭାବ ୧୦୦ ମିନିଟ୍ ପର୍ଯ୍ୟନ୍ତ ରହିପାରେ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଦୁର୍ବଳତା ହୋଇଥାଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ହୃଦସ୍ପନ୍ଦନ ଗତି ବୃଦ୍ଧି ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ, କିନ୍ତୁ ଭଲ ଭାବରେ ଅଧ୍ୟୟନ କରାଯାଇନାହିଁ ।[] ଏହାର ପ୍ରଭାବକୁ ଓଲଟାଇବା ପାଇଁ ନିଓଷ୍ଟିଗମିନ କିମ୍ବା ପାରିଡୋଷ୍ଟିଗମିନ ବ୍ୟବହାର କରାଯାଇପାରେ ।[] ଏହା ଏକ ନ୍ୟୁରୋମସ୍କୁଲାର ବ୍ଲକିଂ ଏଜେଣ୍ଟ ।[]

    ପାଙ୍କୁରୋନିଅମ ପ୍ରଥମେ ୧୯୬୪ ମସିହାରେ ତିଆରି ହୋଇଥିଲା ଏବଂ ୧୯୭୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪ ମିଗ୍ରା ଔଷଧ ପାଇଁ ୫ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମୂଲ୍ୟ ପ୍ରାୟ ୩ ଡଲାର ଅଟେ।[] ଏହା ଇଉଥାନାସିଆ ଏବଂ ମାରାତ୍ମକ ଇଞ୍ଜେକ୍ସନ ସମୟରେ ବ୍ୟବହୃତ ହୋଇଛି ।[] []

    1. 1 2 3 4 5 6 7 8 "Pancuronium Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 26 October 2021.
    2. "Pancuronium (Pavulon) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 26 October 2021.
    3. 1 2 3 Das GN, Sharma P, Maani CV (January 2021). "Pancuronium". StatPearls [Internet]. Treasure Island (FL): StatPearls Publishing. PMID 30855929. Archived from the original on 2021-01-04. Retrieved 2021-08-22.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1391. ISBN 978-0857114105.
    5. "Pancuronium Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 May 2019. Retrieved 26 October 2021.
    6. "US court backs lethal injection". BBC News. 16 April 2008. Archived from the original on 20 April 2008. Retrieved 22 August 2021.
    7. "Administration and Compounding Of Euthanasic Agents". The Hague: Royal Dutch Society for the Advancement of Pharmacy. Archived from the original on 7 June 2008. Retrieved 15 July 2008 via ERGO!.